୬୫ତମ ପୋଲିସ୍‌ ଡ୍ୟୁଟି ମିଟ୍‌ ଆରମ୍ଭ, ଉଦଘାଟନ କଲେ ଡିଜିପି

କଟକ: କଟକରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ପୋଲିସର ୬୫ତମ ପୋଲିସ ଡ୍ୟୁଟି ମିଟ୍। ଏହି ୩ ଦିନିଆ କାର୍ଯ୍ୟକ୍ରମକୁ ପୋଲିସ୍ ଡିଜି ଆର.ପି. ଶର୍ମା ଉଦଘାଟନ କରିଛନ୍ତି। ବକ୍ସିବଜାର ସ୍ଥିତ ପୋଲିସ ଗ୍ରାଉଣ୍ଡରେ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଏହି ମିଟ୍‌କୁ ଆୟୋଜନ କରାଯାଇଛି। ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଯୋଗଦେବେ। ଡ୍ୟୁଟି ମିଟ୍‌ର ଉଦଘାଟନ ସମାରୋହର ଯୋଗଦେଇ ପୋଲିସ ଡିଜିପି କହିଛନ୍ତି,“ଡ୍ୟୁଟି ମିଟ୍‌ ଦକ୍ଷତା ବିକାଶ ପାଇଁ ସହାୟକ ହେବ।”

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 09:48 AM IST

କଟକ: କଟକରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ପୋଲିସର ୬୫ତମ ପୋଲିସ ଡ୍ୟୁଟି ମିଟ୍। ଏହି ୩ ଦିନିଆ କାର୍ଯ୍ୟକ୍ରମକୁ ପୋଲିସ୍ ଡିଜି ଆର.ପି. ଶର୍ମା ଉଦଘାଟନ କରିଛନ୍ତି। ବକ୍ସିବଜାର ସ୍ଥିତ ପୋଲିସ ଗ୍ରାଉଣ୍ଡରେ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଏହି ମିଟ୍‌କୁ ଆୟୋଜନ କରାଯାଇଛି। ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଯୋଗଦେବେ।

ଡ୍ୟୁଟି ମିଟ୍‌ର ଉଦଘାଟନ ସମାରୋହର ଯୋଗଦେଇ ପୋଲିସ ଡିଜିପି କହିଛନ୍ତି,“ଡ୍ୟୁଟି ମିଟ୍‌ ଦକ୍ଷତା ବିକାଶ ପାଇଁ ସହାୟକ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos