ଧାନ ସଂଗ୍ରହ ନୀତିରେ ପରିବର୍ତ୍ତନ ଓ ଟାର୍ଟେଟ୍ ହ୍ରାସକୁ ଚାଷୀଙ୍କ ବିରୋଧ

ବଲାଙ୍ଗିର/ବରଗଡ: ମରୁଡ଼ି ଯୋଗୁଁ ଧାନ ସଂଗ୍ରହ ନୀତିରେ ପରିବର୍ତ୍ତନ ଓ ଟାର୍ଟେଟ୍ ହ୍ରାସ କରାଯିବାକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି। ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ଏହାର ପ୍ରତିବାଦରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି। ସେହିପରି ବରଗଡ଼ରେ ଚାଷୀ ଧାନ ବିକ୍ରି କରୁ ନ ଥିବାରୁ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିରହିଛି। ସରକାରଙ୍କ ପରିବର୍ତ୍ତିତ ଧାନ ସଂଗ୍ରହ ନୀତିକୁ ବରଗଡ ଜିଲ୍ଲା ଅତାବିରା ଅଞ୍ଚଳର ଚାଷୀମାନେ ବିରୋଧ କରିଛନ୍ତି। ଫଳରେ ମାର୍କେଟ୍ ୟାର୍ଡରେ ହଜାର […]

chasi

chasi

Rakesh Mallick
  • Published: Wednesday, 25 November 2015
  • Updated: 25 November 2015, 04:15 PM IST

Sports

Latest News

ବଲାଙ୍ଗିର/ବରଗଡ: ମରୁଡ଼ି ଯୋଗୁଁ ଧାନ ସଂଗ୍ରହ ନୀତିରେ ପରିବର୍ତ୍ତନ ଓ ଟାର୍ଟେଟ୍ ହ୍ରାସ କରାଯିବାକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି। ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ଏହାର ପ୍ରତିବାଦରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି। ସେହିପରି ବରଗଡ଼ରେ ଚାଷୀ ଧାନ ବିକ୍ରି କରୁ ନ ଥିବାରୁ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିରହିଛି।

ସରକାରଙ୍କ ପରିବର୍ତ୍ତିତ ଧାନ ସଂଗ୍ରହ ନୀତିକୁ ବରଗଡ ଜିଲ୍ଲା ଅତାବିରା ଅଞ୍ଚଳର ଚାଷୀମାନେ ବିରୋଧ କରିଛନ୍ତି। ଫଳରେ ମାର୍କେଟ୍ ୟାର୍ଡରେ ହଜାର ହଜାର ବସ୍ତା ଧାନ ପଡିରହିଛି। ନିୟମ ଅନୁଯାୟୀ, ଜଳସେଚିତ ଅଞ୍ଚଳରେ ଏକର ପିଛା ୧୮ କୁଇଣ୍ଟାଲ ଧାନ ସଂଗ୍ରହ ହେବା କଥା। ତେବେ ମରୁଡ଼ି ପରିସ୍ଥିତି ଯୋଗୁଁ ମୁଣ୍ଡପିଛା ୨ କୁଇଣ୍ଟାଲ୍ ରଖି ଅବଶିଷ୍ଟ ଧାନ ବିକିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାକୁ ବିରୋଧ କରି ଚାଷୀ ଏବେ ଧାନ ବିକ୍ରି କରିବା ବନ୍ଦ କରିଦେଇଛନ୍ତି। ଜିଲ୍ଲା ଯୋଗାଣ ଅଧିକାରୀ ବିଜୟ କୁମାର ରଥ କହିଛନ୍ତି, ୧୮ ତାରିଖରୁ ମଣ୍ଡି ଖୋଲା ଗଲାଣି। ସରକାରଙ୍କ ନିଷ୍ପତ୍ତିକୁ ଚାଷୀ ବିରୋଧ କରୁଥିବାରୁ ଧାନ କିଣା ଯାଇ ପାରୁନାହାନ୍ତି। ଏ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଲୋଚନା କରାଯାଇ ସରକାରଙ୍କୁ ଅବଗତ କରାଯାଇଛି। ତୁରନ୍ତ ସମସ୍ୟାର ସମାଧାନ କରାଯାଇ ଚାଷୀଙ୍କ ଧାନ କିଣାଯିବ।

ସେହିପରି ବଲାଙ୍ଗିରରେ ଏଯାଏଁ ମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀ ଚିନ୍ତାରେ ପଡିଛନ୍ତି। ମରୁଡ଼ି ଯୋଗୁଁ ଧାନ ସଂଗ୍ରହର ଧାର୍ଯ୍ୟ ପରିମାଣ ବି କମିଛି। ଅଣ ଜଳସେଚିତ ଜମିରେ ଯଦି ୪୦ ପ୍ରତିଶତ ପର୍ଯ୍ୟନ୍ତ ଫସଲ ନଷ୍ଟ ହୋଇଥିବ, ତେବେ ଏକର ପିଛା ୮ କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହା ଏକର ପିଛା ୧୨ କୁଇଣ୍ଟାଲ ଥିଲା। ସରକାରଙ୍କ ଏପରି ନିଷ୍ପତ୍ତିକୁ ଜିଲ୍ଲା କୃଷକ ମହାସଂଘ ବିରୋଧ କରିଛି।

ଜିଲ୍ଲା କୃଷକ ମହାସଂଘ ସଭାପତି ସୁଧୀର ପରିଚ୍ଛା କହିଛନ୍ତି, ସରକାରଙ୍କ ଧାନ ବିକ୍ରି ନୀତି ଯୋଗୁଁ ଚାଷୀ ଡରୁଛନ୍ତି। କେଉଁ ହିସାବରେ, କେମିତି ଧାନ ବିକ୍ରି କରିବେ ସେ ନେଇ ଭୟଭୀତ ହୋଇପଡିଛନ୍ତି। ଯଦି ଚାଷୀ ଶୋଷଣ ହେବା ଭଳି କିଛି ନୀତି ସରକାର କରନ୍ତି ତା’ହେଲେ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story