ଢେଙ୍କାନାଳରେ ବିଭିନ୍ନ ସେତୁର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗସ୍ତ କରି ବିଭିନ୍ନ ସେତୁର ଉଦଘାଟନ କରିଛନ୍ତି । ନୀଳକଣ୍ଠପୁରରେ ମୁଖ୍ୟମନ୍ତ୍ରୀ ବାଜି ରାଉତ ସେତୁ ଓ ରାମିଆଳ ନଦୀର ଏକ ସେତୁ ଉଦଘାଟନ କରିଛନ୍ତି। ସେହିପରି ଢେଙ୍କାନାଳ ହରିପୁରଠାରେ ଓଭର ବ୍ରିଜ ମଧ୍ୟ ଉଦ୍‌ଘାଟନ କରିଛନ୍ତି  ମୁଖ୍ୟମନ୍ତ୍ରୀ। ଏହି ଅବସରରେ ବିଭିନ୍ନ ଉନ୍ନୟନ କାମରେ ଶ୍ରମିକମାନଙ୍କୁ  ମୁଖ୍ୟମନ୍ତ୍ରୀ  ଉପକରଣ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ, ଖଣି ଓ ଇସ୍ପାତ […]

chifminister

chifminister

Rakesh Mallick
  • Published: Sunday, 13 March 2016
  • Updated: 13 March 2016, 10:30 AM IST

Sports

Latest News

ଢେଙ୍କାନାଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗସ୍ତ କରି ବିଭିନ୍ନ ସେତୁର ଉଦଘାଟନ କରିଛନ୍ତି । ନୀଳକଣ୍ଠପୁରରେ ମୁଖ୍ୟମନ୍ତ୍ରୀ ବାଜି ରାଉତ ସେତୁ ଓ ରାମିଆଳ ନଦୀର ଏକ ସେତୁ ଉଦଘାଟନ କରିଛନ୍ତି। ସେହିପରି ଢେଙ୍କାନାଳ ହରିପୁରଠାରେ ଓଭର ବ୍ରିଜ ମଧ୍ୟ ଉଦ୍‌ଘାଟନ କରିଛନ୍ତି  ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ବିଭିନ୍ନ ଉନ୍ନୟନ କାମରେ ଶ୍ରମିକମାନଙ୍କୁ  ମୁଖ୍ୟମନ୍ତ୍ରୀ  ଉପକରଣ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ସରୋଜ ସାମଲ, ବିଧାୟକ ସୀମାରାଣୀ ନାୟକ ଓ ଢେଙ୍କାନାଳ ଜିଲ୍ଲାପାଳ ରୁପାରୋଶନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story