ବରଗଡ଼ ଧନୁଯାତ୍ରାର ଆଜି ତୃତୀୟ ଦିନ

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଜି  ତୃତୀୟ ଦିନ। ମଥୁରା କଟକ ପାଲଟିଥିବା ବରଗଡ଼ରେ ମହାରାଜ କଂସଙ୍କ ରାଜୁତି ଆରମ୍ଭ ହୋଇଛି। ଆଜି କାରାଗାରରେ ଶ୍ରୀକୃଷ୍ଣ ଜନ୍ମ, କୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା ଓ ସୀମାନ୍ତରେ ଉଗ୍ରସେନଙ୍କ ସହ ଭେଟ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି।

ଶୁକ୍ରବାର ଦ୍ୱିତୀୟ ସନ୍ଧ୍ୟାରେ ଐତିହାସିକ ଧନୁଯାତ୍ରାର ବିଭିନ୍ନ ଦୃଶ୍ୟ ଅଭିନୀତ କରାଯାଇଥିଲା। କାରାଗୃହରେ ଶ୍ରୀକୃଷ୍ଣ ଜନ୍ମ ନେବା ସହ କୃଷ୍ଣଙ୍କୁ ନେଇ ବସୁଦେବ ଗୋପପୁର ଯାତ୍ରା କରିଥିଲେ। ଯଶୋଦାଙ୍କ କୋଳରେ ଶିଶୁ କୃଷ୍ଣଙ୍କୁ ଛାଡ଼ି ବିଜୁଳି କନ୍ୟାଙ୍କୁ ଧରି ମଥୁରା ଫେରିଛନ୍ତି ଉଗ୍ରସେନ। ମହାରାଜ କଂସଙ୍କ ରଙ୍ଗମହଲ ମଧ୍ୟ ଶୁକ୍ରବାର ଉଦଘାଟିତ ହୋଇଛି। ତା’ସହ ମହାରାଜ କଂସ ହାତୀ ପିଠିରେ ବସି ନଗର ପରିକ୍ରମା ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ

ଫସର ଫାଟିଲା ଯୋଜନା, ଧରାପଡ଼ିଗଲେ

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ଙ୍କୁ କରୋନା

ଖୋଲିବ ଆଉ ୬୫ଟି ନୂଆ ଜେଏମଏଫସି କୋର୍ଟ, ଅନୁମତି ଦେଲେ ହାଇକୋର୍ଟ

ସର୍ବସାଧାରଣ ସ୍ଥାନରେ ହୋଇପାରିବନି ଗଣେଶ ପୂଜା

ୱିଙ୍ଗ କମାଣ୍ଡର ନିଖିଲ ରଥଙ୍କୁ ଶୁଭେଚ୍ଛା

କରୋନା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନକୁ କଣ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ଆରୋଗ୍ୟ ହେଲେ ୧୫୪୪ କରୋନା ଆକ୍ରାନ୍ତ

ସରକାରଙ୍କୁ ସବୁ ବାଧୁଛି, ତା’ହେଲେ କହିବ କିଏ?

ପ୍ରଶାସନିକ ସେବା କ୍ଷେତ୍ରରେ କଣ୍ଟାବାଞ୍ଜିର ନୂଆ ଅଧ୍ୟାୟ

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ! ଡାକ୍ତରଙ୍କୁ ପିଟିଲେ ଉତ୍ତ୍ୟକ୍ତ ଲୋକେ

ବିଜେପି ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱରରୁ ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ, ୫୨ ଲୋକାଲ୍‌ କେସ୍‌