୧୦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

ସମ୍ବଲପୁର: ଧାନ ବିକ୍ରି ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ ନ କରିବା, ମରୁଡ଼ିଗ୍ରସ୍ତ ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ ଭଳି ୫ ଦଫା ଦାବିରେ ଆଜି ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ୱୟ ସମିତିର ଆହ୍ୱାନରେ  ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ବିକ୍ଷୋଭ କରିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ଆଗକୁ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ସମିତି ଚେତାବନୀ ଦେଇଛି। […]

farmer

farmer

Rakesh Mallick
  • Published: Monday, 29 August 2016
  • Updated: 29 August 2016, 04:59 PM IST

Sports

Latest News

farmerସମ୍ବଲପୁର: ଧାନ ବିକ୍ରି ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ ନ କରିବା, ମରୁଡ଼ିଗ୍ରସ୍ତ ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ ଭଳି ୫ ଦଫା ଦାବିରେ ଆଜି ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ୱୟ ସମିତିର ଆହ୍ୱାନରେ  ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ବିକ୍ଷୋଭ କରିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ଆଗକୁ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ସମିତି ଚେତାବନୀ ଦେଇଛି।

ସମ୍ୱଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ଚାଷୀ ଓ ଚାଷୀ ନେତାମାନେ ଯୋଗ ଦେଇ ସରକାରଙ୍କ ଉପରେ ବର୍ଷି ଥିଲେ।   ସରକାର ଧାନ ବିକ୍ରି ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରିଥିବାରୁ ସମିତି ଏହାର ପ୍ରତିବାଦ କରିଛି। ସମିତି ପ୍ରଶ୍ନ କରିଛି,“ଏପର୍ଯ୍ୟନ୍ତ ୩୨ ପ୍ରତିଶତ ଲୋକଙ୍କୁ ଆଧାର କାର୍ଡ ଦିଆଯାଇ ପାରି ନ ଥିବା ସରକାର ନିଜେ ସ୍ୱୀକାର କରୁଥିବା ବେଳେ କେଉଁ ଆଧାରରେ ଆଧାର କାର୍ଡକୁ ଧାନ ବିକ୍ରି ପାଇଁ ବାଧ୍ୟତାମୂଳକ କରିଛନ୍ତି?” ଧାନ ବିକ୍ରି ପାଇଁ ପଂଜିକରଣ ପ୍ରକ୍ରିୟାରେ ଆଧାର କାର୍ଡକୁ ବାଧ୍ୟତାମୂଳକ କରା ନ ଯାଉ ବୋଲି ସମିତି ଦାବି କରିଛି। ସେହିପରି ଗତ ବର୍ଷର ମରୁଡି ପାଇଁ ଫସଲ ବୀମା ପ୍ରଦାନ କରାଯାଇ ନାହିଁ କିମ୍ୱା ଇନ୍‌ପୁଟ୍‌ ସବ୍‌ସିଡି ବଣ୍ଟନ କରାଯାଇ ପାରି ନାହିଁ। ମୁଖ୍ୟମନ୍ତ୍ରୀ ସୋହେଲା ଠାରେ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କ। ମରୁଡ଼ି ସହାୟତା ଦେବା ପାଇଁ ଘୋଷଣା କରିଥିଲେ ମଧ୍ୟ ତାହା ଦିଆଯାଇ ନାହିଁ ବୋଲି ସମିତିର ଆବାହକ ଅଶୋକ ପ୍ରଧାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story