ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ମଧ୍ୟରେ ୪ ଓଡ଼ିଆ; ନବୀନଙ୍କଠାରୁ ଧର୍ମେନ୍ଦ୍ର ପାୱରଫୁଲ୍‌

ଭୁବନେଶ୍ୱର: ରାଜନୀତିରେ ଉତ୍ଥାନପତନ ସାଙ୍ଗକୁ ଭାରତ ବିକାଶ ଆଡ଼କୁ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏଭଳି ସ୍ଥଳେ ଦେଶର ଏକ ଅଗ୍ରଣୀ ଇଂରାଜୀ ଖବରକାଗଜ ଭାରତର ଶ୍ରେଷ୍ଠ୧୦୦ଜଣ ଶକ୍ତିଶାଳୀ ବ୍ୟକ୍ତିତ୍ୱଙ୍କୁ ଚୟନ କରିଛି। ସବୁଠୁ ବଡ଼ କଥା ହେଲା ଏଥିରେ ୪ ଜଣ ଓଡ଼ିଆଙ୍କୁ ସ୍ଥାନ ମିଳିଛି। ଶ୍ରେଷ୍ଠ ୫୦ଜଣଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଅଛନ୍ତି। ସୁପ୍ରିମ କୋର୍ଟରେ ଜଜ୍‌ ଥିବା ଦୀପକ ମିଶ୍ରଙ୍କୁ ନୂଆ କରି ଏହି ତାଲିକାରେ ସ୍ଥାନ ମିଳିଛି। ସେ ୧୫ତମ […]

dharmendra naveen

dharmendra naveen

Rakesh Mallick
  • Published: Thursday, 30 March 2017
  • Updated: 31 March 2017, 09:52 AM IST

ଭୁବନେଶ୍ୱର: ରାଜନୀତିରେ ଉତ୍ଥାନପତନ ସାଙ୍ଗକୁ ଭାରତ ବିକାଶ ଆଡ଼କୁ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏଭଳି ସ୍ଥଳେ ଦେଶର ଏକ ଅଗ୍ରଣୀ ଇଂରାଜୀ ଖବରକାଗଜ ଭାରତର ଶ୍ରେଷ୍ଠ୧୦୦ଜଣ ଶକ୍ତିଶାଳୀ ବ୍ୟକ୍ତିତ୍ୱଙ୍କୁ ଚୟନ କରିଛି। ସବୁଠୁ ବଡ଼ କଥା ହେଲା ଏଥିରେ ୪ ଜଣ ଓଡ଼ିଆଙ୍କୁ ସ୍ଥାନ ମିଳିଛି। ଶ୍ରେଷ୍ଠ ୫୦ଜଣଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଅଛନ୍ତି। ସୁପ୍ରିମ କୋର୍ଟରେ ଜଜ୍‌ ଥିବା ଦୀପକ ମିଶ୍ରଙ୍କୁ ନୂଆ କରି ଏହି ତାଲିକାରେ ସ୍ଥାନ ମିଳିଛି। ସେ ୧୫ତମ ସ୍ଥାନରେ ଥିବା ବେଳେ ପିଏମ୍‌ଙ୍କର ଅତିରିକ୍ତ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କୁ ୨୬ତମ ସ୍ଥାନ ମିଳିଛି। ଗତବର୍ଷ ସେ ୩୨ତମ ସ୍ଥାନରେ ରହିଥିଲେ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ଏହି ତାଲିକାରେ ସ୍ଥାନିତ ହୋଇଛନ୍ତି। ସେ ୩୦ତମ ସ୍ଥାନରେ ଅଛନ୍ତି। ଓଡ଼ିଶାରେ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ସଫଳତା ମିଳିଥିବାରୁ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ ବୃଦ୍ଧି ପାଇଥିବା କୁହାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୫ତମ ସ୍ଥାନରେ ଅଛନ୍ତି। ପୂର୍ବ ଥର ସେ ୫୩ତମ ସ୍ଥାନରେ ଥିଲେ।

ଏହି ତାଲିକାର ଶ୍ରେଷ୍ଠ ୮ଜଣଙ୍କ ମଧ୍ୟରେ ବିଜେପି ନେତା କିମ୍ବା ବିଜେପି ସହ ଜଡ଼ିତ ସଂଗଠନର ମୁଖ୍ୟଙ୍କୁ ସ୍ଥାନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଖବରକାଗଜ ପୁଣି ଥରେ ଏକ ନମ୍ବର ସ୍ଥାନ ଦେଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ୨ନମ୍ବର ସ୍ଥାନ ମିଳିଛି । ପୂର୍ବ ବର୍ଷ ସେ ତୃତୀୟ ସ୍ଥାନରେ ଥିବା ବେଳେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ଆରଏସ୍ଏସ୍‌ ଅଧ୍ୟକ୍ଷ ମୋହନ ଭାଗବତ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟ ସ୍ଥାନରେ ରହିଛନ୍ତି । ସୁପ୍ରିମ କୋର୍ଟର ଚିଫ୍‌ ଜଷ୍ଟିସ୍‌ ଜେ.ଏସ୍‌ ଖେର୍‌ ୪ର୍ଥ ସ୍ଥାନରେ ଅଛନ୍ତି, ପୂର୍ବଥର ଜଷ୍ଟିସ୍‌ ଖେର ୪୧ତମ ସ୍ଥାନରେ ରହିଥିଲେ । ଉତ୍ତରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ଆଦିତ୍ୟନାଥ ଯୋଗୀଙ୍କୁ ଏଥର ପ୍ରଥମ କରି ଏହି ଖବର କାଗଜ ଶ୍ରେଷ୍ଠ ୧୦୦ଜଣଙ୍କ ଭିତରେ ୮ମ ସ୍ଥାନ ଦେଇଛି । ୫ମ ସ୍ଥାନରେ ଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏଥର ୯ମ ସ୍ଥାନକୁ ଖସିଆସିଥିବା ବେଳେ ଗତବର୍ଷ ୯ମ ସ୍ଥାନରେ ଥିବା ରାହୁଲ ଗାନ୍ଧୀ ଏଥର ଗୋଟିଏ ସ୍ଥାନ ତଳକୁ ଖସି ୧୦ସ୍ଥାନରେ ରହିଛନ୍ତି । ଏହାସହ ଗତବର୍ଷ ୮ମ ସ୍ଥାନରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏଥର ୩୩ତମ ସ୍ଥାନକୁ ଖସି ଆସିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story