ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ସାଂସଦଙ୍କୁ ବିରୋଧ କରାଯାଇଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: ମାହାଙ୍ଗାରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ ଓ ଆକ୍ରମଣ କରାଯିବା ଘଟଣାକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ସିଧାସଳଖ ଆଙ୍ଗୁଳି ଉଠାଇଛନ୍ତି। ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଏସବୁ ହୋଇଛି।” ଧର୍ମେନ୍ଦ୍ର ଆହୁରି କହିଛନ୍ତି,“ଏହି ଘଟଣା ନିନ୍ଦନୀୟ। ବିଜେଡିର ସ୍ଥିତି ଦୋହଲି ଯାଇଛି। ରକ୍ଷକ ଭକ୍ଷକ ସାଜିଲେ ଅନ୍ୟାଚାର ଓ ବାଭିଚାର ବଢିଥାଏ। ବିଜେଡିର ଲୋକାଧାର କମିଛି ଓ ଗୁଣ୍ଡାରାଜ ବଢିଛି। ଦୀପ ଲିଭିବା […]

Dharmendra-Pradhan

Dharmendra-Pradhan

Rakesh Mallick
  • Published: Wednesday, 31 May 2017
  • Updated: 31 May 2017, 06:04 PM IST

Sports

Latest News

ଭୁବନେଶ୍ୱର: ମାହାଙ୍ଗାରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ ଓ ଆକ୍ରମଣ କରାଯିବା ଘଟଣାକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ସିଧାସଳଖ ଆଙ୍ଗୁଳି ଉଠାଇଛନ୍ତି। ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଏସବୁ ହୋଇଛି।”

ଧର୍ମେନ୍ଦ୍ର ଆହୁରି କହିଛନ୍ତି,“ଏହି ଘଟଣା ନିନ୍ଦନୀୟ। ବିଜେଡିର ସ୍ଥିତି ଦୋହଲି ଯାଇଛି। ରକ୍ଷକ ଭକ୍ଷକ ସାଜିଲେ ଅନ୍ୟାଚାର ଓ ବାଭିଚାର ବଢିଥାଏ। ବିଜେଡିର ଲୋକାଧାର କମିଛି ଓ ଗୁଣ୍ଡାରାଜ ବଢିଛି। ଦୀପ ଲିଭିବା ପୂର୍ବରୁ ଅଧିକ ଜଳୁଛି।”

ରାଜ୍ୟ କଂଗ୍ରେସ୍‌ର ବରିଷ୍ଠ ନେତା ଶରତ ରାଉତ କହିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ ବେଳେ କଠୋର ପଦକ୍ଷେପ ନିଆଯାଇଥିଲା। ଏପରିକି କଂଗ୍ରେସ କର୍ମୀଙ୍କ ବିରୋଧରେ ୩୦୫ ଦଫା ଲଗାଯାଇଥିଲା। ନିଜ ଦଳର କର୍ମୀଙ୍କ ବିରୋଧରେ ନବୀନ ସେହି ପନ୍ଥା ଆପଣେଇବେ କି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story