ଢେଙ୍କାନାଳ: ପାଞ୍ଚ ଜଣ କାଉନ୍‌ସିଲରଙ୍କ ସଭ୍ୟପଦ ରଦ୍ଦ ନୋଟିସ୍‌ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

କଟକ: ଢେଙ୍କାନାଳ ପୌର ପରିଷଦ ବୈଠକରେ ଅନୁପସ୍ଥିତ ରହିବା କାରଣରୁ ପାଞ୍ଚ ଜଣ କାଉନ୍‌ସିଲରଙ୍କ ସଭ୍ୟପଦ କାହିଁକି ରଦ୍ଦ ନ ହେବ ବୋଲି ଉଲ୍ଲେଖ କରି ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ପକ୍ଷରୁ ସେମାନଙ୍କୁ ଜାରି କରାଯାଇଥିବା ନୋଟିସ୍‌ ଉପରେ ଆଜି ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ସଂପୃକ୍ତ ସଭ୍ୟମାନଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାକୁ କୋର୍ଟ କହିଛନ୍ତି। ଏହାଛଡ଼ା ପୌରାଧ୍ୟକ୍ଷଙ୍କ ବିରୋଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ଅନ୍ୟାଦେଶ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାକୁ ନେଇ […]

highcourt

highcourt

Rakesh Mallick
  • Published: Friday, 20 May 2016
  • Updated: 20 May 2016, 11:51 AM IST

Sports

Latest News

କଟକ: ଢେଙ୍କାନାଳ ପୌର ପରିଷଦ ବୈଠକରେ ଅନୁପସ୍ଥିତ ରହିବା କାରଣରୁ ପାଞ୍ଚ ଜଣ କାଉନ୍‌ସିଲରଙ୍କ ସଭ୍ୟପଦ କାହିଁକି ରଦ୍ଦ ନ ହେବ ବୋଲି ଉଲ୍ଲେଖ କରି ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ପକ୍ଷରୁ ସେମାନଙ୍କୁ ଜାରି କରାଯାଇଥିବା ନୋଟିସ୍‌ ଉପରେ ଆଜି ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ସଂପୃକ୍ତ ସଭ୍ୟମାନଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାକୁ କୋର୍ଟ କହିଛନ୍ତି। ଏହାଛଡ଼ା ପୌରାଧ୍ୟକ୍ଷଙ୍କ ବିରୋଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ଅନ୍ୟାଦେଶ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାକୁ ନେଇ ଢେଙ୍କାନାଳ ଜିଲ୍ଲାପାଳ ଜାରି କରିଥିବା ନୋଟିସ୍‌ ଆଧାରରେ ରାଜ୍ୟ ସରକାର, ପୌର ପ୍ରଶାସନ ନିର୍ଦ୍ଦେଶକ ଏବଂ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଜବାବ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି। ଜୁନ୍ ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଢେଙ୍କାନାଳ ପୌର ପରିଷଦ ଅଧ୍ୟକ୍ଷ ଇନ୍ଦ୍ରମଣୀ ବେହେରାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଦଶ ଜଣ କାଉନ୍‌ସିଲ୍‌ର ଗତ ଏପ୍ରିଲ ୪ ତାରିଖରେ ଅନୁମତି ଲୋଡ଼ିଥିଲେ। ଏହି ଆଧାରରେ ଏପ୍ରିଲ ୨୧ ତାରିଖରେ ଅନାସ୍ଥା ପ୍ରସ୍ତାବ ଭୋଟ୍ ଗ୍ରହଣ କରାଯିବ ବୋଲି ଏପ୍ରିଲ ୧୧ ତାରିଖରେ ଢେଙ୍କାନାଳ ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଥିଲେ। ତେବେ ଭୋଟ୍ ଗ୍ରହଣର ଦୁଇ ଦିନ ପୂର୍ବରୁ ଅର୍ଥାତ ୧୯ ତାରିଖରେ କାଉନସିଲ୍‌ ବୈଠକରେ ଅନୁପସ୍ଥିତ ରହିବା କାରଣରୁ ସେମାନଙ୍କ ସଭ୍ୟ ପଦ କାହିଁକି ରଦ୍ଦ ହେବ ନାହିଁ ବୋଲି ୫ ଜଣ କାଉନସିଲରଙ୍କୁ ପୌର ପ୍ରଶାସନ ନିର୍ଦ୍ଦେଶକ ନୋଟିସ୍ ଜାରି କରିଥିଲେ। ଏହି ନୋଟିସ୍ ଆଧାରରେ ସେହି ଦିନ ଅନାସ୍ଥା ପ୍ରସ୍ତାବ ଭୋଟ୍ ଗ୍ରହଣ ଅନ୍ୟାଦେଶ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଗଲା ବୋଲି ଜିଲ୍ଲାପାଳ ନୋଟିସ୍ ଜାରି କରିଥିଲେ। ଏହାକୁ ବିରୋଧ କରି ୧୮ ଜଣ କାଉନସିଲର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story