ଢେଙ୍କାନାଳ: ନବଜାତ ଶିଶୁର ମୃତଦେହ ଖାଇଲା କୁକୁର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଡାକ୍ତରଖାନା ନିକଟସ୍ଥ ବାଜିଚୌକ ଛକରେ ଏକ ନବଜାତ ଶିଶୁ କନ୍ୟାର ମୃତଦେହ କୁକୁର ଖାଉଥିବା ଲୋକେ ଦେଖିବାକୁ ପାଇଥିଲେ। ଶିଶୁ କନ୍ୟାର ମୃତଦେହ ସେଠାକୁ କିଭଳି ଆସିଲା ତାହା ଜଣାପଡ଼ିନି। ମୃତ ଶିଶୁର ପରିଚୟ ମିଳିପାରି ନାହିଁ। କେଉଁଠୁ ଓ କିଭଳି ନବଜାତ ଶିଶୁ କନ୍ୟାର ମୃତଦେହ ସେଠାକୁ ଆସିଲା ତାହା ସ୍ପଷ୍ଟ ହୋଇପାରି ନାହିଁ। କେହି ମୃତ […]

dkl

dkl

Rakesh Mallick
  • Published: Monday, 02 May 2016
  • Updated: 02 May 2016, 01:55 PM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଡାକ୍ତରଖାନା ନିକଟସ୍ଥ ବାଜିଚୌକ ଛକରେ ଏକ ନବଜାତ ଶିଶୁ କନ୍ୟାର ମୃତଦେହ କୁକୁର ଖାଉଥିବା ଲୋକେ ଦେଖିବାକୁ ପାଇଥିଲେ। ଶିଶୁ କନ୍ୟାର ମୃତଦେହ ସେଠାକୁ କିଭଳି ଆସିଲା ତାହା ଜଣାପଡ଼ିନି। ମୃତ ଶିଶୁର ପରିଚୟ ମିଳିପାରି ନାହିଁ। କେଉଁଠୁ ଓ କିଭଳି ନବଜାତ ଶିଶୁ କନ୍ୟାର ମୃତଦେହ ସେଠାକୁ ଆସିଲା ତାହା ସ୍ପଷ୍ଟ ହୋଇପାରି ନାହିଁ। କେହି ମୃତ ଶିଶୁଟିକୁ ଛାଡ଼ି ଚାଲି ଯାଇଥିବା ଅନୁମାନ କରାଯାଉଛି।

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଏଡିଏମ୍‌ଓ କହିଛନ୍ତି,“ଗତ ଦୁଇ ଦିନ ଭିତରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ କୌଣସି ନବଜାତ ଶିଶୁଙ୍କ ମୃତ୍ୟୁ ଘଟି ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos