ନିଆଁରେ ପୋଡ଼ି ମହିଳା ଜୀବନ୍ତ ଦଗ୍ଧ, ଝିଅ ଗୁରୁତର

ଢେଙ୍କାନାଳ: ନିଆଁରେ ପୋଡ଼ି ମା’ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁରେ ଏହି ଅଘଟଣ ଘଟିଛି। ମୃତ ମହିଳା ଅରକ୍ଷିତ ଭୋଇଙ୍କ ପତ୍ନୀ ଲକ୍ଷ୍ମୀ ମହାଭୋଇ। ଘରୋଇ କଳିକୁ କେନ୍ଦ୍ର କରି ମହିଳା ଜଣକ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା କୁହାଯାଉଛି। ମହିଳାଙ୍କ ୪ ବର୍ଷର ଝିଅ ନିଆଁରେ ପୋଡ଼ି ଗୁରୁତର ହୋଇଥିବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। […]

dhanknal,,mm

dhanknal,,mm

Rakesh Mallick
  • Published: Monday, 31 July 2017
  • Updated: 31 July 2017, 01:28 PM IST

Sports

Latest News

ଢେଙ୍କାନାଳ: ନିଆଁରେ ପୋଡ଼ି ମା’ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁରେ ଏହି ଅଘଟଣ ଘଟିଛି। ମୃତ ମହିଳା ଅରକ୍ଷିତ ଭୋଇଙ୍କ ପତ୍ନୀ ଲକ୍ଷ୍ମୀ ମହାଭୋଇ।

ଘରୋଇ କଳିକୁ କେନ୍ଦ୍ର କରି ମହିଳା ଜଣକ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା କୁହାଯାଉଛି। ମହିଳାଙ୍କ ୪ ବର୍ଷର ଝିଅ ନିଆଁରେ ପୋଡ଼ି ଗୁରୁତର ହୋଇଥିବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତୁମୁସିଙ୍ଗା ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos