ଢେଙ୍କାନାଳରେ ପୁଣି ମୃଦୁ ଭୂକମ୍ପ

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲାର ଗୋବିନ୍ଦପୁର ଅଞ୍ଚଳରେ ପୁଣି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ମଙ୍ଗଳବାର ରାତି ପ୍ରାୟ ୨ଟା ୪୦ରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି। ଗତ ୪ ଦିନ ମଧ୍ୟରେ ଢେଙ୍କାନାଳରେ ୯ ଥର ଭୂମିକମ୍ପର ଝଟକା ଅନୁଭୂତ ହେଲାଣି। ମୁଖ୍ୟ ସହର ସହ ଉପକଣ୍ଠ ଗୋବିନ୍ଦପୁର, ମାଣିପୁର, ବଳଦିଆବଘି ଏବଂ ସପ୍ତଶଯ୍ୟା ଆଦି ଅଞ୍ଚଳରେ ବାରମ୍ୱାର ଭୂକମ୍ପର ଝଟକାରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବାରମ୍ୱାର ଭୂମିକମ୍ପ ଅନୁଭୁତ ହେବା ପରେ ସ୍ଥିତି ଅନୁଧ୍ୟାନ […]

dkl

dkl

Rakesh Mallick
  • Published: Wednesday, 30 September 2015
  • Updated: 30 September 2015, 02:48 AM IST

Sports

Latest News

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲାର ଗୋବିନ୍ଦପୁର ଅଞ୍ଚଳରେ ପୁଣି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ମଙ୍ଗଳବାର ରାତି ପ୍ରାୟ ୨ଟା ୪୦ରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି। ଗତ ୪ ଦିନ ମଧ୍ୟରେ ଢେଙ୍କାନାଳରେ ୯ ଥର ଭୂମିକମ୍ପର ଝଟକା ଅନୁଭୂତ ହେଲାଣି। ମୁଖ୍ୟ ସହର ସହ ଉପକଣ୍ଠ ଗୋବିନ୍ଦପୁର, ମାଣିପୁର, ବଳଦିଆବଘି ଏବଂ ସପ୍ତଶଯ୍ୟା ଆଦି ଅଞ୍ଚଳରେ ବାରମ୍ୱାର ଭୂକମ୍ପର ଝଟକାରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବାରମ୍ୱାର ଭୂମିକମ୍ପ ଅନୁଭୁତ ହେବା ପରେ ସ୍ଥିତି ଅନୁଧ୍ୟାନ କରିଛି ଜିଲ୍ଲା ପ୍ରଶାସନର ଟିମ୍। ମଙ୍ଗଳବାର ଢେଙ୍କାନାଳ ଭୂତତ୍ତ୍ୱ ବିଭାଗର ଭୂତତ୍ତ୍ୱବିଦ୍ ଏବଂ ତହସିଲାଦରଙ୍କ ନେତୃତ୍ୱରେ ଏହି ଟିମ ଭୂକମ୍ପ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story