ରାଜ୍ୟରେ ଚାଷୀ ସମସ୍ୟାକୁ ନେଇ ଧର୍ମେନ୍ଦ୍ରଙ୍କ ଚିନ୍ତା: ତୁରନ୍ତ ହସ୍ତକ୍ଷେପ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଷ ଓ ଚାଷୀ ସମସ୍ୟା ନେଇ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ। ସାଂପ୍ରତିକ ମରୁଡ଼ି ସ୍ଥିତି ଓ ରୋଗ ପୋକ ଜନିତ ସମସ୍ୟା ନେଇ ଧର୍ମେନ୍ଦ୍ର, କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଅବଗତ କରିବା ସହ ରାଜ୍ୟ ସରକାର ନିମ୍ନମାନର କୀଟନାଶକ ଯୋଗାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ତେଣୁ ଏଥିରେ କେନ୍ଦ୍ର ତୁରନ୍ତ ହସ୍ତକ୍ଷେପ କରିବା ସହ କ୍ଷୟକ୍ଷତି ଆକଳନ ଲାଗି ଟିମ୍ ପଠାଇବାକୁ ଧର୍ମେନ୍ଦ୍ର […]

Farmers

Farmers

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 09:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଷ ଓ ଚାଷୀ ସମସ୍ୟା ନେଇ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ। ସାଂପ୍ରତିକ ମରୁଡ଼ି ସ୍ଥିତି ଓ ରୋଗ ପୋକ ଜନିତ ସମସ୍ୟା ନେଇ ଧର୍ମେନ୍ଦ୍ର, କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଅବଗତ କରିବା ସହ ରାଜ୍ୟ ସରକାର ନିମ୍ନମାନର କୀଟନାଶକ ଯୋଗାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ତେଣୁ ଏଥିରେ କେନ୍ଦ୍ର ତୁରନ୍ତ ହସ୍ତକ୍ଷେପ କରିବା ସହ କ୍ଷୟକ୍ଷତି ଆକଳନ ଲାଗି ଟିମ୍ ପଠାଇବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos