ଆନନ୍ଦପୁର ଓ ଭବାନୀପାଟଣାରେ ଝାଡ଼ାବାନ୍ତି, ୪୦ରୁ ଅଧିକ ଆକ୍ରାନ୍ତ

ଆନନ୍ଦପୁର/ଭବାନୀପାଟଣା: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଓ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଥୁଆମୂଳରାମପୁର ଅଞ୍ଚଳରେ ଝାଡାବାନ୍ତି ଦେଖା ଦେଇଛି। ୪୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆନନ୍ଦପୁର ବେଲବାହାଳି ଅଞ୍ଚଳରେ ଝାଡ଼ାବାନ୍ତିରେ ୩୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ଆନନ୍ଦପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପାଇପ ଯୋଗେ ଯୋଗାଣ ହେଉଥିବା ପାଣି ଦୂଷିତ ହୋଇ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀ କହିଛନ୍ତି, କୁଶେଇ ନଦୀ ଜଳକୁ ବିଶୋଧନ […]

anandapur

anandapur

Rakesh Mallick
  • Published: Tuesday, 02 May 2017
  • Updated: 02 May 2017, 12:48 PM IST

Sports

Latest News

ଆନନ୍ଦପୁର/ଭବାନୀପାଟଣା: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଓ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଥୁଆମୂଳରାମପୁର ଅଞ୍ଚଳରେ ଝାଡାବାନ୍ତି ଦେଖା ଦେଇଛି। ୪୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଆନନ୍ଦପୁର ବେଲବାହାଳି ଅଞ୍ଚଳରେ ଝାଡ଼ାବାନ୍ତିରେ ୩୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ଆନନ୍ଦପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପାଇପ ଯୋଗେ ଯୋଗାଣ ହେଉଥିବା ପାଣି ଦୂଷିତ ହୋଇ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଅଞ୍ଚଳବାସୀ କହିଛନ୍ତି, କୁଶେଇ ନଦୀ ଜଳକୁ ବିଶୋଧନ ପରେ ସ୍ଥାନୀୟ ଅଞ୍ଚଳକୁ ଯୋଗାଣ ହେଉଛି। ହେଲେ ଠିକ ଭାବେ ବିଶୋଧନ ହେଉ ନ ଥିବାରୁ ଝାଡାବାନ୍ତି ବ୍ୟାପୁଛି।

ସେହିପରି କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ଅଞ୍ଚଳରେ ଝାଡାବାନ୍ତି ଦେଖା ଦେଇଛି। କେରପାଇ ପଞ୍ଚାୟତର କୁଟୁରୀମାଳି ଗାଁରେ ୧୦ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।

https://www.youtube.com/watch?v=kubK9EVx_WY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story