ଅମଳ ନ ହେଉଣୁ ଚାଷୀଙ୍କୁ ଧାନ ବିକ୍ରି ଚିନ୍ତା: ଘାରିଲାଣି ଅଭାବୀ ବିକ୍ରି ଭୟ

ଭୁବନେଶ୍ୱର: ଅମଳ ନହେଉଣୁ ଚାଷୀଙ୍କୁ ଧାନ ବିକ୍ରି ଚିନ୍ତା । କାରଣ ଏଯାଏଁ  ଅଧାରୁ ଅଧିକ ଚାଷୀଙ୍କୁ  ପଞ୍ଜୀକରଣ  କରିପାରିନାହାନ୍ତି ସରକାର। ତେଣୁ ଏବେଠୁ ଚାଷୀଙ୍କୁ ଘାରିଲାଣି ଅଭାବୀ ବିକ୍ରିର ଚିନ୍ତା। ସେପଟେ କର୍ମଚାରୀଙ୍କ  ଆନ୍ଦୋଳନକୁ ନେଇ ପଞ୍ଜୀକରଣ ପ୍ରକ୍ରିୟା ଧିମେଇ ଯିବା ପରେ ଏବେ ତତ୍ପର ହୋଇଛି ସମବାୟ ବିଭାଗ ।  ପଞ୍ଜୀକରଣ ପ୍ରକ୍ରିୟା ଅବଧିକୁ ବଢାଇ ଦିଆଯିବା ସହ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଭିତ୍ତିରେ  ପଞ୍ଜୀକୃତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। […]

Kharif Corp

Kharif Corp

Rakesh Mallick
  • Published: Monday, 16 October 2017
  • Updated: 16 October 2017, 10:45 PM IST

Sports

Latest News

ଭୁବନେଶ୍ୱର: ଅମଳ ନହେଉଣୁ ଚାଷୀଙ୍କୁ ଧାନ ବିକ୍ରି ଚିନ୍ତା । କାରଣ ଏଯାଏଁ  ଅଧାରୁ ଅଧିକ ଚାଷୀଙ୍କୁ  ପଞ୍ଜୀକରଣ  କରିପାରିନାହାନ୍ତି ସରକାର। ତେଣୁ ଏବେଠୁ ଚାଷୀଙ୍କୁ ଘାରିଲାଣି ଅଭାବୀ ବିକ୍ରିର ଚିନ୍ତା। ସେପଟେ କର୍ମଚାରୀଙ୍କ  ଆନ୍ଦୋଳନକୁ ନେଇ ପଞ୍ଜୀକରଣ ପ୍ରକ୍ରିୟା ଧିମେଇ ଯିବା ପରେ ଏବେ ତତ୍ପର ହୋଇଛି ସମବାୟ ବିଭାଗ ।  ପଞ୍ଜୀକରଣ ପ୍ରକ୍ରିୟା ଅବଧିକୁ ବଢାଇ ଦିଆଯିବା ସହ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଭିତ୍ତିରେ  ପଞ୍ଜୀକୃତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୁବର୍ଣ୍ଣପୁର ପାନିସିଆଲି ଗାଁର ଚାଷୀ ମୁରଲୀ ମହାକୁର ୭ ଏକର ଜମିରେ ଧାନ ଚାଷ କରିଛନ୍ତି ।

ଫସଲ ବି ଭଲ ହୋଇଛି।  ଆଉ ଦିନ କେଇଟା ପରେ ଧାନ ଖଳାକୁ ଆସିବ।  ତେବେ ଧାନ କେମିତି ବିକିବେ।   ଏବେଠାରୁ ଚିନ୍ତା କାରଣ ଏଯାଏଁ ତାଙ୍କ ନାଁ ପଞ୍ଜୀକରଣ କରାଇନାହିଁ ସମବାୟ ବିଭାଗ।ସ୍ୱଳ୍ପ ବୃଷ୍ଟି ଯୋଗୁଁ  ଚାଷ କ୍ଷତିଗ୍ରସ୍ତ ହୋଇଛି। ନୂଆପଡ଼ା ଜିଲ୍ଲାରେ ବି ଚାଷୀଙ୍କର ସମାନ ଅବସ୍ଥା। ଯେଉଁମାନଙ୍କ ଚାଷ ବର୍ତ୍ତି ଯାଇଛି  ସେମାନଙ୍କୁ ଏବେ ଅଭାବୀ ବିକ୍ରି ଭୟ ଘାରିଛି। କାରଣ ଜିଲ୍ଲାର ବହୁଚାଷୀ ପଞ୍ଜୀକରଣ କରାଇପାରିନାହାନ୍ତି।ଏ ବର୍ଷ ୨୦ ଲକ୍ଷ ଚାଷୀଙ୍କୁ ପଞ୍ଜୀକୃତ  କରିବା ଲାଗି ବିଭାଗ ଟାର୍ଗେଟ ରଖିଥିଲା । ତେବେ ଏଯାଏଁ ମାତ୍ର ୮ ଲକ୍ଷ ୪ହଜାର ୨୬୯ ଚାଷୀଙ୍କୁ ପଞ୍ଜୀକୃତ  କରାଯାଇପାରିଛି । ଆଉ ୧୧ ଲକ୍ଷ ୯୦ହଜାର ୮୯୩ ଜଣ ଚାଷୀଙ୍କ ପଂଜୀକରଣ ବାକି ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story