ଦୀପାବଳିରେ ଜୋରଦାର ବାଣ ଫୁଟାଇବାକୁ ପ୍ଲାନ କରିଛନ୍ତି ? ଜାଣିରଖନ୍ତୁ ପୋଲିସ୍‌ର ନିୟମାବଳୀ

ଭୁବନେଶ୍ୱର: ଆଗକୁ ଦୀପାବଳି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳି ଜାରି କରାଯାଇଛି। ୧୨୫ ଡେସିବଲରୁ ଅଧିକ ଶବ୍ଦ ପ୍ରଦୂଷଣକାରୀ ବାଣ ବିକ୍ରି ଉପରେ କମିଶନରେଟ ପୋଲିସ କଟକଣା ଜାରି କରିଛି। ଏହାସହ ଜିରୋ ଟଲରାନ୍ସ ଜୋନରେ ବାଣ ଫୁଟାଇଲେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଲାଇସେନ୍ସପ୍ରାପ୍ତ ଦୋକାନରୁ ବାଣ କିଣିବାକୁ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି। ସ୍କୁଲ, ହଷ୍ଟେଲ, ହସ୍ପିଟାଲ ଆଦି ସ୍ଥାନରେ ବାଣ ଫୁଟାଇବା ପରେ କଟକଣା ଜାରି କରାଯାଇଛି। ଏହାସହ […]

Rakesh Mallick
  • Published: Tuesday, 10 October 2017
  • Updated: 11 October 2017, 12:48 AM IST

Sports

Latest News

ଭୁବନେଶ୍ୱର: ଆଗକୁ ଦୀପାବଳି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳି ଜାରି କରାଯାଇଛି। ୧୨୫ ଡେସିବଲରୁ ଅଧିକ ଶବ୍ଦ ପ୍ରଦୂଷଣକାରୀ ବାଣ ବିକ୍ରି ଉପରେ କମିଶନରେଟ ପୋଲିସ କଟକଣା ଜାରି କରିଛି। ଏହାସହ ଜିରୋ ଟଲରାନ୍ସ ଜୋନରେ ବାଣ ଫୁଟାଇଲେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଲାଇସେନ୍ସପ୍ରାପ୍ତ ଦୋକାନରୁ ବାଣ କିଣିବାକୁ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି। ସ୍କୁଲ, ହଷ୍ଟେଲ, ହସ୍ପିଟାଲ ଆଦି ସ୍ଥାନରେ ବାଣ ଫୁଟାଇବା ପରେ କଟକଣା ଜାରି କରାଯାଇଛି। ଏହାସହ ଜନବସତିଠାରୁ ୫୦ ମିଟର ଦୂରରେ ବାଣ ଦୋକାନ ରହିବ। ଏଗୁଡିକ ସମ୍ମାସାମ୍ମି ରହିବା ବଦଳରେ ଗୋଟିଏ ଲାଇନରେ ରହିବ ଓ ପ୍ରତି ଦୋକାନ ମଧ୍ୟରେ ୩ ମିଟରର ଦୂରତା ରଖିବାକୁ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ତେବେ ବାଣ ଫୁଟାବା ବେଳେ କିଛି ନିୟମ ପାଳନ କରିବାକୁ କମିଶନରେଟ୍‌ କହିଛି।

୧. ବାଣ ଦୋକାନୀମାନେ ପାଣି, ବାଲି, ଅଗ୍ନିନିର୍ବାପକ ବ୍ୟବସ୍ଥା ଆଦି ରଖିବା ବାଧ୍ୟତାମୂଳକ କରାଯାଇଛି।

୨. ରାତି ୧୦ ପର୍ଯ୍ୟନ୍ତ ବାଣ ଫୁଟାଇବାପାଇ ନିୟମ ଥିଲେ ମଧ୍ୟ ସ୍ୱତନ୍ତ୍ର ଅନୁମତି ମିଲିଥିଲେ ରାତି ୧୨ ପର୍ଯ୍ୟନ୍ତ ଫୁଟାଇ ହେବ।

୩. ବାଣ ଫୁଟାଇବାବେଳେ ପିଲାମାନଙ୍କ ଉପରେ ଧ୍ୟାନ ଦେବାକୁ ପରାମର୍ଶ।

୪- ପ୍ରାଣୀମାନଙ୍କ ଉପରକୁ ବାଣ ଫୋପାଡିବା ଉପରେ ପୋଲିସ କଟକଣା ଜାରି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story