ଢେଙ୍କାନାଳ ଡଙ୍ଗା ବୁଡ଼ି ଘଟଣା: ନୌକାଚାଳକ ଗିରଫ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଚଣ୍ଡୀପାଳ ଘାଟରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ୬ ଜଣ ପ୍ରାଣ ହରାଇବା ଘଟଣାରେ ଭୁବନ ପୋଲିସ୍ ନୌକାଚାଳକ ବାଉରୀବନ୍ଧୁ ବେହେରାଙ୍କୁ ଗିରଫ କରିଛି। ସେ ବେଆଇନ୍ ଭାବେ ଡଙ୍ଗା ଚଲାଉଥିଲେ ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଏନ୍‌.ବି.ଏସ୍‌ ରାଜପୁତ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେ ଗତକାଲି ସୁରପ୍ରତାପପୁର ଗାଁକୁ ଯାଇ ଘଟଣାର ତଦନ୍ତ କରିବା ସହିତ ନଦୀରେ ବିପଦପୂର୍ଣ୍ଣ ଯାତ୍ରା ନ […]

Babina Rout

Babina Rout

Rakesh Mallick
  • Published: Friday, 11 March 2016
  • Updated: 11 March 2016, 06:49 AM IST

Sports

Latest News

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଚଣ୍ଡୀପାଳ ଘାଟରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ୬ ଜଣ ପ୍ରାଣ ହରାଇବା ଘଟଣାରେ ଭୁବନ ପୋଲିସ୍ ନୌକାଚାଳକ ବାଉରୀବନ୍ଧୁ ବେହେରାଙ୍କୁ ଗିରଫ କରିଛି। ସେ ବେଆଇନ୍ ଭାବେ ଡଙ୍ଗା ଚଲାଉଥିଲେ ବୋଲି ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଏନ୍‌.ବି.ଏସ୍‌ ରାଜପୁତ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେ ଗତକାଲି ସୁରପ୍ରତାପପୁର ଗାଁକୁ ଯାଇ ଘଟଣାର ତଦନ୍ତ କରିବା ସହିତ ନଦୀରେ ବିପଦପୂର୍ଣ୍ଣ ଯାତ୍ରା ନ କରି ସଡ଼କ ପଥରେ ଯିବାଆସିବା କରିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ତାଙ୍କ ସହିତ ଢେଙ୍କାନାଳ ଜିଲ୍ଲାପାଳ ରୂପାରୋଶନ ସାହୁ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଗତ ୭ ତାରିଖରେ ଜାଗରମେଳା ଦେଖିବାକୁ ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ଗାଁର ପ୍ରାୟ ୨୫ ଜଣ ଲୋକ ଚଣ୍ଡୀପାଳ ଘାଟ ଦେଇ ବ୍ରାହ୍ମଣୀ ନଦୀ ପାର ହେଉଥିବା ବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା। ଘଟଣା ପରେ ୬ ଜଣ ନିଖୋଜ ହୋଇଯାଇଥିଲେ। ଘଟଣାର ୩ ଦିନ ମଧ୍ୟରେ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଆବଶ୍ୟକୀୟ ଲାଇସେସନ୍ସ ନଥାଇ ନାଉରିଆ ବାଉରୀବନ୍ଧୁ ବେହେରା ଡଙ୍ଗା ଚଳାଉଥିବାରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story