ଢେଙ୍କାନାଳରେ ରାଜନୈତିକ ହିଂସାକାଣ୍ଡ: ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବରଦା ଗାଁରେ ଗତକାଲି ରାତିରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ପଞ୍ଚାୟତ ନିର୍ବାଚନ ବିବାଦକୁ ନେଇ ଉକ୍ତ ଗାଁର ମୟାଧର ପ୍ରଧାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୟାଧର କୌଣସି ରାଜନୈତିକ ଦଳ ସହିତ ସମ୍ପର୍କ ରଖିନଥିବା ବେଳେ ତାଙ୍କ ଭାଇ ଏକ ନିର୍ଦ୍ଦିଷ୍ଟ ଦଳର ସମର୍ଥକ। ପଞ୍ଚାୟତ ନିର୍ବାଚନ ବେଳେ ଅନ୍ୟ ଏକ ଗୋଷ୍ଠୀଙ୍କ ସହ ତାଙ୍କର ତିକ୍ତତା ରହିଥିଲା। ସେଥିପାଇଁ ସେ ଥାନାରେ ଅଭିଯୋଗ କରିବାକୁ ଯାଉଥିଲେ। ଏତଲା ଦେଇ ଘରକୁ ଫେରୁଥିବା ବେଳେ […]

dead-body

dead-body

Rakesh Mallick
  • Published: Tuesday, 14 March 2017
  • Updated: 14 March 2017, 02:54 PM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବରଦା ଗାଁରେ ଗତକାଲି ରାତିରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ପଞ୍ଚାୟତ ନିର୍ବାଚନ ବିବାଦକୁ ନେଇ ଉକ୍ତ ଗାଁର ମୟାଧର ପ୍ରଧାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମୟାଧର କୌଣସି ରାଜନୈତିକ ଦଳ ସହିତ ସମ୍ପର୍କ ରଖିନଥିବା ବେଳେ ତାଙ୍କ ଭାଇ ଏକ ନିର୍ଦ୍ଦିଷ୍ଟ ଦଳର ସମର୍ଥକ। ପଞ୍ଚାୟତ ନିର୍ବାଚନ ବେଳେ ଅନ୍ୟ ଏକ ଗୋଷ୍ଠୀଙ୍କ ସହ ତାଙ୍କର ତିକ୍ତତା ରହିଥିଲା। ସେଥିପାଇଁ ସେ ଥାନାରେ ଅଭିଯୋଗ କରିବାକୁ ଯାଉଥିଲେ। ଏତଲା ଦେଇ ଘରକୁ ଫେରୁଥିବା ବେଳେ କୋଶେଇଦା ଛକରେ ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛଦେ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story