ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଆନନ୍ଦପୁର: ରୋଗୀ ମୃତ୍ୟୁ, ଚିକିତ୍ସା ଅବହେଳା ଓ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ଚର୍ଚ୍ଚାରେ ରହିଆସିଥିବା ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଆଜି କାର୍ଯ୍ୟରତ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକାଳୁ ଡାକ୍ତରଖାନାକୁ ରୋଗୀମାନେ ଆସିବାବେଳକୁ ଆଉଟ ଡୋରରେ କୌଣସି ଡାକ୍ତର ନଥିଲେ।  କିଛି ସମୟ ପରେ ନବ ନିଯୁକ୍ତ ମହିଳା ଡାକ୍ତର ଆଉଟ୍ ଡୋର ସମ୍ଭାଳିଥିଲେ ମଧ୍ୟ ସେତେବେଳକୁ ରୋଗୀ ସଂଖ୍ୟା ପ୍ରାୟ ଶହେରୁ ଉର୍ଦ୍ଧ୍ୱରେ ପହଞ୍ଚି ସାରିଥିଲା। ଫଳରେ ଡାକ୍ତରଖାନା […]

anadapur

anadapur

Rakesh Mallick
  • Published: Thursday, 07 July 2016
  • Updated: 07 July 2016, 02:35 PM IST

Sports

Latest News

ଆନନ୍ଦପୁର: ରୋଗୀ ମୃତ୍ୟୁ, ଚିକିତ୍ସା ଅବହେଳା ଓ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ଚର୍ଚ୍ଚାରେ ରହିଆସିଥିବା ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଆଜି କାର୍ଯ୍ୟରତ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକାଳୁ ଡାକ୍ତରଖାନାକୁ ରୋଗୀମାନେ ଆସିବାବେଳକୁ ଆଉଟ ଡୋରରେ କୌଣସି ଡାକ୍ତର ନଥିଲେ।  କିଛି ସମୟ ପରେ ନବ ନିଯୁକ୍ତ ମହିଳା ଡାକ୍ତର ଆଉଟ୍ ଡୋର ସମ୍ଭାଳିଥିଲେ ମଧ୍ୟ ସେତେବେଳକୁ ରୋଗୀ ସଂଖ୍ୟା ପ୍ରାୟ ଶହେରୁ ଉର୍ଦ୍ଧ୍ୱରେ ପହଞ୍ଚି ସାରିଥିଲା। ଫଳରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ଡାକ୍ତରଖାନା କର୍ମଚାରୀଙ୍କ ହସ୍ତକ୍ଷେପ ଯୋଗୁଁ ପରିସ୍ଥିତି ସାମାନ୍ୟ ଆୟତ ହୋଇଥିଲା। କାର୍ଯ୍ୟ ସମୟରେ ଡାକ୍ତରମାନେ ଘରେ ବସି ରୋଗୀ ଦେଖୁଥିବା ନେଇ ଉତ୍ତ୍ୟକ୍ତ ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ଜଣେ ରୋଗୀଙ୍କ ସଂପର୍କୀୟ ଜିତେନ୍ଦ୍ର ଦାଶ  କହିଛନ୍ତି, “ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ସକାଳ ଆଠଟାରୁ ରୋଗୀ ଆସି ବସିଛନ୍ତି। କିନ୍ତୁ ଆଉଟ ଡୋରରେ ଡାକ୍ତରଙ୍କ ଦେଖାନାହିଁ। ଯାହାଫଳରେ ରୋଗୀମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।”

ପୂର୍ଣ୍ଣଚନ୍ଦ୍ର ପତି କହିଛନ୍ତି,“ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ଦିନକୁ ଯେତିକି ରୋଗୀ ଆସୁଛନ୍ତି ସେଥିପାଇଁ ଡାକ୍ତର ନାହାନ୍ତି। ଡାକ୍ତରମାନେ ଡାକ୍ତରଖାନାକୁ ରୋଗୀ ନଦେଖିବାକୁ ନ ଆସି  ନିଜ କ୍ଲିନିକରେ ରୋଗୀ ଦେଖୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story