ଦୁର୍ଗମ ଅଞ୍ଚଳରେ ଅଧିକ ଡାକ୍ତର ନିଯୁକ୍ତି ପାଇଁ ପ୍ରୟାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପଛୁଆ ଓ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇବା ପାଇଁ ଅଧିକ ଡାକ୍ତର ନିଯୁକ୍ତି ଦିଆଯିବ। ଏଥିପାଇଁ ଓଡ଼ିଶା ପବ୍ଳିକ୍ ସର୍ଭିସ କମିଶନଙ୍କୁ ପତ୍ର ଲେଖାଯିବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। କିଛି ଦିନ ତଳେ ରାଜ୍ୟର ପଛୁଆ ଓ ଦୁର୍ଗମ ଅଞ୍ଚଳରେ ୫୮୧ଜଣ ଡାକ୍ତର ନିଯୁକ୍ତି ଦିଆଯାଇଥିଲା। ଏହି ପରେ ମଧ୍ୟ ଏବେ ବହୁ ପଦବୀ ଖାଲି ପଡ଼ିଛି। ଏହି ପଦବୀ ପୂରଣ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 07:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପଛୁଆ ଓ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇବା ପାଇଁ ଅଧିକ ଡାକ୍ତର ନିଯୁକ୍ତି ଦିଆଯିବ। ଏଥିପାଇଁ ଓଡ଼ିଶା ପବ୍ଳିକ୍ ସର୍ଭିସ କମିଶନଙ୍କୁ ପତ୍ର ଲେଖାଯିବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

କିଛି ଦିନ ତଳେ ରାଜ୍ୟର ପଛୁଆ ଓ ଦୁର୍ଗମ ଅଞ୍ଚଳରେ ୫୮୧ଜଣ ଡାକ୍ତର ନିଯୁକ୍ତି ଦିଆଯାଇଥିଲା। ଏହି ପରେ ମଧ୍ୟ ଏବେ ବହୁ ପଦବୀ ଖାଲି ପଡ଼ିଛି। ଏହି ପଦବୀ ପୂରଣ ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନଙ୍କୁ ଚିଠି ଲେଖାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ଏହାଛଡ଼ା ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତରଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ସରକାର। ବର୍ତ୍ତମାନ ସୁଦ୍ଧା ଦୁର୍ଗମ ଅଞ୍ଚଳରେ ଥିବା ୧୭ଶହ ୫୧ ଡାକ୍ତରଖାନାରେ ୫ହଜାର ୩ଶହ ୧୮ଜଣ ଡାକ୍ତର କାର୍ଯ୍ୟରେ ଯୋଗଦେଇଛନ୍ତି। ଏହି ଅନୁନ୍ନତ ଅଞ୍ଚଳରେ କାର୍ଯ୍ୟ କରିବା ପରେ ଡାକ୍ତରମାନଙ୍କୁ ସେମାନଙ୍କ ଇଚ୍ଛା ଅନୁଯାୟୀ ବଦଳି କରାଯିବାର ବ୍ୟବସ୍ଥା ରହିଛି। ସେହିଭଳି ଓଡ଼ିଶାର ଡାକ୍ତରମାନଙ୍କୁ ବାଙ୍ଗାଲୁରସ୍ଥିତ କଲେଜ୍ ଅଫ୍ ଫିଜିସିଆନ୍ ଓ ସର୍ଜନ୍ସରେ ପିଜି ଡିପ୍ଲୋମା କୋର୍ସ କରିବା ପାଇଁ ମଧ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଏଠାରେ ପାଠପଢା ଖର୍ଚ୍ଚ ସରକାର ବହନ କରିବେ। ଏହି କୋର୍ସ କରିବା ପରେ ଡାକ୍ତରମାନେ ସ୍ପେଶାଲିଷ୍ଟ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଗ ଦେଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story