ଲାଞ୍ଚ ନେବା ବେଳେ ଧରାପଡ଼ିଲେ ପୁଣି ଜଣେ ଡାକ୍ତର

ବ୍ରହ୍ମପୁର: ଲାଞ୍ଚ ନେବା ହେଲା କାଳ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ମେଡିକାଲ ଡାକ୍ତର ବି.ଗୋପାଳ ରାଓ  ଏକ ଅପରେସନ ପାଇଁ  ୧୫୦୦ ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଅପରେସନ କରିବା ପାଇଁ ସମ୍ପୃକ୍ତ ଡାକ୍ତର ୧୫୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଜାଲ ବିଛାଇ ଥିଲା। ସମ୍ପୃକ୍ତ ଡାକ୍ତର ଜଣକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ  ହାତରେ ଧରାପଡ଼ିଥିଲେ। ଗତକାଲି ଏକ ସିକ୍ୟୁରିଟି […]

nn

nn

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 01:04 PM IST

Sports

Latest News

ବ୍ରହ୍ମପୁର: ଲାଞ୍ଚ ନେବା ହେଲା କାଳ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ମେଡିକାଲ ଡାକ୍ତର ବି.ଗୋପାଳ ରାଓ  ଏକ ଅପରେସନ ପାଇଁ  ୧୫୦୦ ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଏକ ଅପରେସନ କରିବା ପାଇଁ ସମ୍ପୃକ୍ତ ଡାକ୍ତର ୧୫୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଜାଲ ବିଛାଇ ଥିଲା। ସମ୍ପୃକ୍ତ ଡାକ୍ତର ଜଣକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ  ହାତରେ ଧରାପଡ଼ିଥିଲେ।

ଗତକାଲି ଏକ ସିକ୍ୟୁରିଟି ସଂସ୍ଥାର ସୁପରଭାଇଜରଙ୍କଠାରୁ ୮୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭଦ୍ରକ ଡାକ୍ତରଖାନାର ଓଡିଏମ୍‌ ଇନଚାର୍ଜ ଗୀତାଞ୍ଜଳି ପଟ୍ଟନାୟକ ଗିରଫ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos