ପ୍ରସୂତିଙ୍କୁ ମାଡ଼ ମାରିଲେ ଡାକ୍ତର !

ଭଦ୍ରକ: ସାଧାରଣତଃ କୁହାଯାଏ ରୋଗୀଙ୍କ ପାଇଁ ଡାକ୍ତର ଭଗବାନ ସଦୃଶ୍ୟ। ହେଲେ ଜଣେ ଡାକ୍ତର ପ୍ରସୂତି ମହିଳାଙ୍କୁ ମାରିଛନ୍ତି ମାଡ଼। ଏହି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ। ଗତ ବୁଧବାର ଅପରାହ୍ନରେ ସ୍ଥାନୀୟ ନଳଗୋହିରା ଗାଁର ପ୍ରସୂତୀ ଶୁଭଶ୍ରୀ ବେହେରା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଲେବର ରୁମକୁ ନିଆଯାଇଥିଲା। ସେତେବେଳେ ଡ୍ୟୁଟିରେ ଥିବା ଡାକ୍ତର ପ୍ରଦ୍ୟୁମ୍ନ କୁମାର ସାହୁ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ […]

medical

medical

Rakesh Mallick
  • Published: Friday, 14 July 2017
  • Updated: 14 July 2017, 05:24 PM IST

Sports

Latest News

ଭଦ୍ରକ: ସାଧାରଣତଃ କୁହାଯାଏ ରୋଗୀଙ୍କ ପାଇଁ ଡାକ୍ତର ଭଗବାନ ସଦୃଶ୍ୟ। ହେଲେ ଜଣେ ଡାକ୍ତର ପ୍ରସୂତି ମହିଳାଙ୍କୁ ମାରିଛନ୍ତି ମାଡ଼। ଏହି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ। ଗତ ବୁଧବାର ଅପରାହ୍ନରେ ସ୍ଥାନୀୟ ନଳଗୋହିରା ଗାଁର ପ୍ରସୂତୀ ଶୁଭଶ୍ରୀ ବେହେରା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଲେବର ରୁମକୁ ନିଆଯାଇଥିଲା। ସେତେବେଳେ ଡ୍ୟୁଟିରେ ଥିବା ଡାକ୍ତର ପ୍ରଦ୍ୟୁମ୍ନ କୁମାର ସାହୁ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ପ୍ରସୂତିଙ୍କୁ ଡାକ୍ତର ମାଡ଼ ମାରିଥିବା ଘଟଣା ସତ ବୋଲି କହିଛନ୍ତି ସେତେବେଳେ ଉପସ୍ଥିତ ଥିବା ଆଶାକର୍ମୀ। ଅଭିଯୁକ୍ତ ଡାକ୍ତରଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପକ୍ଷରେ ଏନେଇ କୌଣସି ଅଭିଯୋଗ ହୋଇ ନ ଥିବା ଚାନ୍ଦବାଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos