‘ଶୁଣ ବଧିର ସରକାର, ଡାକ୍ତର ଏଠି ବେକାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ହେ ଓଡ଼ିଶାର ବଧିର ସରକାର, ଶୁଣ ବେକାରି ଡାକ୍ତରଙ୍କ ଚିତ୍କାର’। ଏପରି ସ୍ଲୋଗାନରେ କମ୍ପୁଛି ଭୁବନେଶ୍ୱର ଲୋୟର ପିଏମଜି। ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ଶହଶହ ଡାକ୍ତର। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜର ପାସ୍ ଆଉଟ ଏମବିବିଏସ୍ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡାକ୍ତର ପଦବୀ ପୂରଣ କ୍ଷେତ୍ରରେ ଅନିୟମିତତା ଏବଂ ସାଧାରଣ ବର୍ଗର ଡାକ୍ତରୀ ଛାତ୍ର ନିଯୁକ୍ତି ପାଉ ନ ଥିବା ଅଭିଯୋଗ ଆଣି ଆନ୍ଦୋଳନ କରିଛନ୍ତି। ରାଜ୍ୟରେ ଡ଼ାକ୍ତରୀ […]

docter

docter

Tapaswini Nayak
  • Published: Wednesday, 08 December 2021
  • Updated: 08 December 2021, 02:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ହେ ଓଡ଼ିଶାର ବଧିର ସରକାର, ଶୁଣ ବେକାରି ଡାକ୍ତରଙ୍କ ଚିତ୍କାର’। ଏପରି ସ୍ଲୋଗାନରେ କମ୍ପୁଛି ଭୁବନେଶ୍ୱର ଲୋୟର ପିଏମଜି। ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ଶହଶହ ଡାକ୍ତର। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜର ପାସ୍ ଆଉଟ ଏମବିବିଏସ୍ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡାକ୍ତର ପଦବୀ ପୂରଣ କ୍ଷେତ୍ରରେ ଅନିୟମିତତା ଏବଂ ସାଧାରଣ ବର୍ଗର ଡାକ୍ତରୀ ଛାତ୍ର ନିଯୁକ୍ତି ପାଉ ନ ଥିବା ଅଭିଯୋଗ ଆଣି ଆନ୍ଦୋଳନ କରିଛନ୍ତି।

ରାଜ୍ୟରେ ଡ଼ାକ୍ତରୀ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସରକାରୀ ଚାକିରି ପାଉ ନାହାନ୍ତି। ୨୦୧୭ ପରଠାରୁ ସାଧାରଣ ବର୍ଗରେ ଅଧିକାଂଶ ଛାତ୍ରଛାତ୍ରୀ ଡାକ୍ତରୀ ପାଠ୍ୟକ୍ରମ ଶେଷ କରିବା ପରେ ଯଥେଷ୍ଟ ସରକାରୀ ପଦବୀ ବାହାରି ନାହିଁ ବୋଲି  ଅଭିଯୋଗ ହୋଇଛି। ସଂରକ୍ଷିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ଥିବା ସତ୍ତ୍ୱେ ସେମାନଙ୍କ ନିମନ୍ତେ ଅଧିକ ପଦବୀ ବାହାରୁଥିବା ବେଳେ ସାଧାରଣ ବର୍ଗର ଡାକ୍ତରମାନେ ବେକାର ରହୁଥିବା ‌ଆନ୍ଦୋଳନକାରୀ ଡାକ୍ତର ଅଭିଯୋଗ କରିଛନ୍ତି।

ଜଣେ ଆନ୍ଦୋଳନକାରୀ ଡାକ୍ତର କହିଛନ୍ତି, ଓଡ଼ିଶାରେ ଡାକ୍ତର ଅଭାବ ବୋଲି ଜନସାଧାରଣ ଜାଣିଛନ୍ତି। ପ୍ରକୃତରେ ଡାକ୍ତର ଅଭାବ ନାହାନ୍ତି ବରଂ ସେମାନେ ବେକାର ହୋଇ ବସିଛନ୍ତି। ୧୬୦୦ ଡାକ୍ତର ବେକାର ହେବାକୁ ଯାଉଛୁ ବୋଲି ଆମେ ସରକାରଙ୍କୁ ଜଣାଇଛୁ। ହେଲେ ସରକାର ଆମ କଥା ନ ଶୁଣି ବଧିର ହୋଇ ଗଲେଣି। ନୂଆ ଡାକ୍ତରୀ ପୋଷ୍ଟ ବାହାର କରିବେ କହି ଆଶ୍ୱସନା ଦେଲେ।

ପରେ ସରକାର ୧୮୭୧ଟି ପୋଷ୍ଟ ବାହାର କଲେ , ଯେଉଁଥିରେ ସାଧାରଣ ବର୍ଗର ଡାକ୍ତରଙ୍କ ପାଇଁ ମାତ୍ର ୧୯୬ଟି ପୋଷ୍ଟ ଅଛି। ଯାହ ସମୁଦ୍ରକୁ ସଙ୍ଖେ। ଯାହାଫଳରେ ସାଧାରଣ ବର୍ଗର ଆମେ ୧୬୦୦ ଡାକ୍ତର ବେକାର ହୋଇ ବସିଛୁ। କୋଭିଡ ସମୟରେ ଆମକୁ ହାଉସ ସର୍ଜନ ଭାବେ ବ୍ୟବହାର କରାଗଲା। ଏବେ  ଆମେ ବେକାର। ଗାଁ ଗହଳି ଡାକ୍ତରୀ ପଦବୀ ଖାଲି ପଡ଼ିଛି। ସରକାର ଡାକ୍ତର ଥାଇ କି  କୁତ୍ରିମ ଡାକ୍ତର ଅଭାବ ସୃଷ୍ଟି କରି ଜନସାଧାରଣଙ୍କୁ ବୋକା ବନାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story