ଜେଜେମା’ଓ ନାତୁଣୀଙ୍କୁ କାମୁଡ଼ି ଦେଲା କୁକୁର

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଗାଁରେ କୁକୁର କାମୁଡ଼ାରେ ଜଣେ ବୃଦ୍ଧା ଓ ତାଙ୍କ ନାତୁଣୀ ଆହତ ହୋଇଛନ୍ତି। ସେମାନଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ପ୍ରମିଳା ବେହେରା ଓ ତାଙ୍କ  ନାତୁଣୀ ସାଇସୁମନ ବେହେରା। ଗତକାଲି ସଂଧ୍ୟାରେ ସାଇସୁମନ ବାହାରେ ଖେଳୁଥିଲା। ଏହି ସମୟରେ ଏକ ପାଗଳା କୁକୁର ତାଙ୍କ ବେକକୁ କାମୁଡ଼ି ଦେଇଥିଲା। ପ୍ରମିଳା ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ହେଲେ କୁକୁରଟି ତାଙ୍କୁ ବି […]

dog00

dog00

Tapaswini Nayak
  • Published: Tuesday, 29 October 2019
  • Updated: 29 October 2019, 04:04 PM IST

Sports

Latest News

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଗାଁରେ କୁକୁର କାମୁଡ଼ାରେ ଜଣେ ବୃଦ୍ଧା ଓ ତାଙ୍କ ନାତୁଣୀ ଆହତ ହୋଇଛନ୍ତି। ସେମାନଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ପ୍ରମିଳା ବେହେରା ଓ ତାଙ୍କ  ନାତୁଣୀ ସାଇସୁମନ ବେହେରା।

ଗତକାଲି ସଂଧ୍ୟାରେ ସାଇସୁମନ ବାହାରେ ଖେଳୁଥିଲା। ଏହି ସମୟରେ ଏକ ପାଗଳା କୁକୁର ତାଙ୍କ ବେକକୁ କାମୁଡ଼ି ଦେଇଥିଲା। ପ୍ରମିଳା ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ହେଲେ କୁକୁରଟି ତାଙ୍କୁ ବି କାମୁଡ଼ି ଦେଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ଉଭୟଙ୍କ ଅବସ୍ଥା ଭଲ ଅଛି ବୋଲି ଡାକ୍ତର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story