ବିଷଧର ସାପକୁ ଘେରିଗଲେ ଦୁଇ କୁକୁର, ଘର ଭିତରକୁ ଛାଡ଼ିଲେନି

ଖୋର୍ଦ୍ଧା (ବଳରାମ ଲେଙ୍କା): କୁହାଯାଏ କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ। ସମୟ ଆସିଲେ ମାଲିକ ପାଇଁ ନିଜ ଜୀବନ ଦେବାକୁ ବି ପଛାଇ ନ ଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହର କୁଦିଆରୀରେ। କୁଦିଆରୀର ସରୋଜ କୁମାର ସ୍ୱାଇଁ ଦୁଇଟି ପୋଷା କୁକୁର ରଖିଛନ୍ତି। ଏହି ପୋଷାକୁକୁର ଦୁଇଟି ଘର ବାହାରେ ବୁଲୁଥିଲେ। ଏହିସମୟରେ ଏକ ବିଷଧର ସାପ ସରୋଜଙ୍କ ଘର ଭିତରକୁ ପଶି ଆସୁଥିଲା। ତେବେ ସାପ […]

dog999

dog999

Tapaswini Nayak
  • Published: Friday, 31 January 2020
  • Updated: 31 January 2020, 04:53 PM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): କୁହାଯାଏ କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ। ସମୟ ଆସିଲେ ମାଲିକ ପାଇଁ ନିଜ ଜୀବନ ଦେବାକୁ ବି ପଛାଇ ନ ଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହର କୁଦିଆରୀରେ।

କୁଦିଆରୀର ସରୋଜ କୁମାର ସ୍ୱାଇଁ ଦୁଇଟି ପୋଷା କୁକୁର ରଖିଛନ୍ତି। ଏହି ପୋଷାକୁକୁର ଦୁଇଟି ଘର ବାହାରେ ବୁଲୁଥିଲେ। ଏହିସମୟରେ ଏକ ବିଷଧର ସାପ ସରୋଜଙ୍କ ଘର ଭିତରକୁ ପଶି ଆସୁଥିଲା। ତେବେ ସାପ ଉପରେ ଦୁଇଟି କୁକୁରଙ୍କର ନଜର ପଡ଼ି ଯାଇଥିଲା। ଦୁଇଟି ପୋଷାକୁକୁର ତୁରନ୍ତ କୁଦି ଯାଇ ସାପକୁ ଆକ୍ରମଣ କରିବା ସହ ଘର ଭିତରକୁ ଯିବାକୁ ଦେଇ ନ ଥିଲେ । ପରେ ଦୁଇ କୁକୁର ସାପକୁ ମାରି ଏକ ନିଶ୍ଚିତ ଅଘଟଣରୁ ପରିବାରକୁ ରକ୍ଷା କରିଥିଲେ। ତେବେ ଉଭୟ କୁକୁର ସୁରକ୍ଷିତ ଥିବା ଜଣାପଡିଛି।.

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story