ଦୋଇକାଲୁ ଷ୍ଟେସନ୍‌ ବିସ୍ଫୋରଣ ଘଟଣା: ମାଲବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ

ରାୟଗଡ଼ା: ରାୟଗଡା ଜିଲ୍ଲା ଦୋଇକାଲୁ ଷ୍ଟେସନ୍‌ ବିସ୍ଫୋରଣ ପରେ ଅଟିକି ରହିଥିବା ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଯାଞ୍ଚ ଶେଷ ହେବା ରେ ରାୟଗଡା-ଅମ୍ବାଦଳା ମଧ୍ୟରେ ମାଲବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ପୋଲିସ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି। ଡିଜିପି କେବି ସିଂହ କହିଛନ୍ତି,“ଏହା ଓଡ଼ିଶାରେ ପ୍ରଥମ ଘଟଣା। ଆମେ ଏହାକୁ ଗୁରୁତ୍ୱର ସହ ନେଇଛୁ। ଘଟଣା ସ୍ଥଳରେ ଏସ୍‌ପି, ଏସ୍‌ଓଜି, ସିଆରପିଏଫ୍‌ […]

train

train

Rakesh Mallick
  • Published: Friday, 31 March 2017
  • Updated: 31 March 2017, 01:43 PM IST

Sports

Latest News

ରାୟଗଡ଼ା: ରାୟଗଡା ଜିଲ୍ଲା ଦୋଇକାଲୁ ଷ୍ଟେସନ୍‌ ବିସ୍ଫୋରଣ ପରେ ଅଟିକି ରହିଥିବା ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଯାଞ୍ଚ ଶେଷ ହେବା ରେ ରାୟଗଡା-ଅମ୍ବାଦଳା ମଧ୍ୟରେ ମାଲବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି।

ପୋଲିସ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି। ଡିଜିପି କେବି ସିଂହ କହିଛନ୍ତି,“ଏହା ଓଡ଼ିଶାରେ ପ୍ରଥମ ଘଟଣା। ଆମେ ଏହାକୁ ଗୁରୁତ୍ୱର ସହ ନେଇଛୁ। ଘଟଣା ସ୍ଥଳରେ ଏସ୍‌ପି, ଏସ୍‌ଓଜି, ସିଆରପିଏଫ୍‌ ପହଞ୍ଚି ତଦନ୍ତ କରୁଛନ୍ତି। ମାଓବାଦୀଙ୍କୁ ଧରିବାକୁ କୋମ୍ବିଂ ଅପରେସନ ଆରମ୍ଭ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos