ଦାମନଯୋଡ଼ି ଡିପିଏସରେ ଯୌନ ନିର୍ଯାତନା ମାମଲା: ଅଭିଯୋଗ ମିଥ୍ୟା କହି ଶ୍ରେଣୀ ବର୍ଜନ କଲେ ଛାତ୍ରଛାତ୍ରୀ

କୋରାପୁଟ:କୋରାପୁଟ ଜିଲ୍ଲା ଦାମନଯୋଡ଼ି ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମିଥ୍ୟା ବୋଲି କହି ଆଜି ଛାତ୍ରଛାତ୍ରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଶ୍ରେଣୀ ବର୍ଜନ କରିଥିଲେ। ସ୍କୁଲକୁ ବଦନାମ କରିବା ପାଇଁ କିଛି ବ୍ୟକ୍ତି ଏଭଳି ଅଭିଯୋଗ କରିଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଥିଲେ। ପରେ ସ୍ଥାନୀୟ ଏସଡିପିଓ ଏବଂ ନାଲକୋ ଅଧିକାରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଗତ ୨୩ […]

student

student

Rakesh Mallick
  • Published: Monday, 25 July 2016
  • Updated: 25 July 2016, 12:59 PM IST

Sports

Latest News

କୋରାପୁଟ:କୋରାପୁଟ ଜିଲ୍ଲା ଦାମନଯୋଡ଼ି ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମିଥ୍ୟା ବୋଲି କହି ଆଜି ଛାତ୍ରଛାତ୍ରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଶ୍ରେଣୀ ବର୍ଜନ କରିଥିଲେ। ସ୍କୁଲକୁ ବଦନାମ କରିବା ପାଇଁ କିଛି ବ୍ୟକ୍ତି ଏଭଳି ଅଭିଯୋଗ କରିଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଥିଲେ। ପରେ ସ୍ଥାନୀୟ ଏସଡିପିଓ ଏବଂ ନାଲକୋ ଅଧିକାରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଗତ ୨୩ ତାରିଖରେ ଦାମନଯୋଡିସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା  ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍କୁଲର ୭ ଜଣ ଶିକ୍ଷକଙ୍କ ବିରୋଧରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦାମନଯୋଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story