ଏନକାଉଣ୍ଟରେ ବିନୋଦ ଆହତ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରର ଛୁଆଲିବେରନାଠାରେ ପୁଲିସ୍‌ ଏନକାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ପ୍ରସାଦ ଆହତ ହୋଇଛି। ତାକୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ବିନୋଦଠାରୁ ଗୋଟିଏ ପିସ୍ତଲ, ୩ଟି ଗୁଳି ଜବତ କରିଛି ପୁଲିସ୍। ଗତକାଲି ରାତିରେ ବିନୋଦ କୌଣସି ଏକ ଅପରାଧିକ କାର୍ଯ୍ୟ କରିବାକୁ ଛୁଆଲିବେରନା ରାସ୍ତାରେ ଯାଉଥିବା ପୁଲିସ୍‌ ଖବର ପାଇଥିଲା। ଏକ ପୁଲିସ ଟିମ୍‌ ସେଠାରେ ପହଞ୍ଚି ତାକୁ ଧରିବାକୁ ଉଦ୍ୟମ […]

jarasuguda.jpg0000

jarasuguda.jpg0000

Tapaswini Nayak
  • Published: Saturday, 14 September 2019
  • Updated: 14 September 2019, 12:39 PM IST

Sports

Latest News

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରର ଛୁଆଲିବେରନାଠାରେ ପୁଲିସ୍‌ ଏନକାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ପ୍ରସାଦ ଆହତ ହୋଇଛି। ତାକୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ବିନୋଦଠାରୁ ଗୋଟିଏ ପିସ୍ତଲ, ୩ଟି ଗୁଳି ଜବତ କରିଛି ପୁଲିସ୍।

ଗତକାଲି ରାତିରେ ବିନୋଦ କୌଣସି ଏକ ଅପରାଧିକ କାର୍ଯ୍ୟ କରିବାକୁ ଛୁଆଲିବେରନା ରାସ୍ତାରେ ଯାଉଥିବା ପୁଲିସ୍‌ ଖବର ପାଇଥିଲା। ଏକ ପୁଲିସ ଟିମ୍‌ ସେଠାରେ ପହଞ୍ଚି ତାକୁ ଧରିବାକୁ ଉଦ୍ୟମ କରିଥିଲେ। ତେବେ ବିନୋଦ ପୁଲିସ୍ ଉପରକୁ ଗୁଳି ଚଳାଇ ଖସି ଯିବାକୁ ପ୍ରୟାସ କରିଥିଲା। ଜବାବରେ ପୁଲିସ୍ ମଧ୍ୟ ତା ଉପରକୁ ଗୁଳି ଚଳାଇଥିଲା। ବିନୋଦର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା।

ବିନୋଦ ହେଉଛି କୋଇଲା ମାଫିଆ ସୋନୁ ଘୋଷର ସହଯୋଗୀ। ବିନୋଦ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story