ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ମୃତ

ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବାହାନଗା ଛକ ନିକଟରେ ସାଗୁ ବୋଝେଇ ଟ୍ରକକୁ ବାଲି ବୋଝେଇ ଟ୍ରକ୍‌ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ବାଲି ବୋଝେଇ ଟ୍ରକ୍‌ର ଡ୍ରାଇଭର ଅଜୟ ପ୍ରଧାନ। ହେଲପର ସଞ୍ଜୟ ଧଡ଼ାଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଘର ବାସୁଦେବପୁର ବୋଲି ଜଣାପଡ଼ିଛି। ଆଜି ସକାଳେ ବାଲି ବୋଝେଇ […]

accident

accident

Tapaswini Nayak
  • Published: Sunday, 08 May 2022
  • Updated: 08 May 2022, 12:55 PM IST

Sports

Latest News

ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବାହାନଗା ଛକ ନିକଟରେ ସାଗୁ ବୋଝେଇ ଟ୍ରକକୁ ବାଲି ବୋଝେଇ ଟ୍ରକ୍‌ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକ ହେଲେ ବାଲି ବୋଝେଇ ଟ୍ରକ୍‌ର ଡ୍ରାଇଭର ଅଜୟ ପ୍ରଧାନ। ହେଲପର ସଞ୍ଜୟ ଧଡ଼ାଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଘର ବାସୁଦେବପୁର ବୋଲି ଜଣାପଡ଼ିଛି।

ଆଜି ସକାଳେ ବାଲି ବୋଝେଇ ଟ୍ରକ୍‌ଟି ଷଠିପୁରରୁ ବାଲି ଲୋଡିଂ କରି ଖନ୍ତାପଡ଼ା ଅଭିମୁଖେ ଯାଉଥିଲା। ବାହାନଗା ଛକ ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ସାଗୁ ବୋଝେଇ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା।

ବାଲି ବୋଝେଇ ଟ୍ରକ୍‌ର ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିଲେ। ଗାଡ଼ିକୁ କଟର ସାହାଯ୍ୟରେ କାଟି ତାଙ୍କୁ ବାହାର କରାଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସାଗୁ ବୋଝେଇ ଟ୍ରକ୍‌ର ହେଲପର ଓ ଡ୍ରାଇଭରଙ୍କର କିଛି ହୋଇନାହିଁ। ବାଲି ବୋଝେଇ ଟ୍ରକ୍‌ର ସମ୍ମୁଖ ଅଂଶଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story