ଜାଲରେ ପଡ଼ିଲା ‘ବଂଶୀ ଟାର୍ଗେଟ’

ବାଲେଶ୍ୱର/ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ତାଳପଦା ସମୁଦ୍ର ମୁହାଣରୁ ମିଳିଛି ଏକ ଟାର୍ଗେଟ ଡ୍ରୋନ୍ ଏୟାର କ୍ରାଫ୍ଟ। ଭାରତୀୟ ବାୟୁସେନାର ଏହା ଏକ ଡ୍ରୋନ୍ ଏୟାର କ୍ରାଫ୍ଟ  ହୋଇଥିବା ବେଳେ ଏହାର ନାମ ‘ବଂଶୀ ଟାର୍ଗେଟ’ ବୋଲି ଜଣାପଡ଼ିଛି। ଦୁଇ ଦିନ ତଳେ ସମୁଦ୍ରରେ ମାଛ ମାରିବାକୁ ମତ୍ସ୍ୟଜୀବୀ ଯାଇଥିବା ବେଳେ ଜାଲରେ ଏହା ଲାଗିଥିଲା । ମତ୍ସ୍ୟଜୀବୀମାନେ ତାକୁ ଟେକି ଘରକୁ ନେଇ ଯାଇଥିଲେ। ଏହି ଡ୍ରୋନର ଓଜନ ପ୍ରାୟ ୫୦ କିଲୋ ହୋଇଥିବା ବେଳେ […]

hhhh

hhhh

Tapaswini Nayak
  • Published: Tuesday, 18 August 2020
  • Updated: 18 August 2020, 09:46 AM IST

Sports

Latest News

ବାଲେଶ୍ୱର/ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ତାଳପଦା ସମୁଦ୍ର ମୁହାଣରୁ ମିଳିଛି ଏକ ଟାର୍ଗେଟ ଡ୍ରୋନ୍ ଏୟାର କ୍ରାଫ୍ଟ। ଭାରତୀୟ ବାୟୁସେନାର ଏହା ଏକ ଡ୍ରୋନ୍ ଏୟାର କ୍ରାଫ୍ଟ  ହୋଇଥିବା ବେଳେ ଏହାର ନାମ ‘ବଂଶୀ ଟାର୍ଗେଟ’ ବୋଲି ଜଣାପଡ଼ିଛି।

ଦୁଇ ଦିନ ତଳେ ସମୁଦ୍ରରେ ମାଛ ମାରିବାକୁ ମତ୍ସ୍ୟଜୀବୀ ଯାଇଥିବା ବେଳେ ଜାଲରେ ଏହା ଲାଗିଥିଲା । ମତ୍ସ୍ୟଜୀବୀମାନେ ତାକୁ ଟେକି ଘରକୁ ନେଇ ଯାଇଥିଲେ। ଏହି ଡ୍ରୋନର ଓଜନ ପ୍ରାୟ ୫୦ କିଲୋ ହୋଇଥିବା ବେଳେ ଲମ୍ବ ୮ ଫୁଟ୍ ରହିଛି। ଏହା ଏକ ଏୟାରକ୍ରାଫ୍ଟ ବୋଲି କହିଛନ୍ତି ଚାନ୍ଦିପୁର ଆଇଟିଆରର ନିର୍ଦ୍ଦେଶକ। ପରୀକ୍ଷା ପରେ ଏହା ସମୁଦ୍ରରେ ଖସିଥାଇପାରେ। ତେଣୁ ଏଥିରେ ଭୟଭୀତ ନହେବା ପାଇଁ ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story