‘୧୫ ଜିଲ୍ଲାର ୭୦ଟି ବ୍ଲକରେ ମରୁଡ଼ି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ମରୁଡି ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି। ଜିଲ୍ଲାପାଳମାନଙ୍କ ଦ୍ୱାରା ପ୍ରଦତ୍ତ ଏହି ରିପୋର୍ଟକୁ ନେଇ ବର୍ତ୍ତମାନ ସରକାରୀ ସ୍ତରରେ ତର୍ଜମା ଚାଲିଛି। ଆସନ୍ତା ୩୦ ତାରିଖ ସୁଦ୍ଧା ମରୁଡ଼ି ଅଞ୍ଚଳ ଘୋଷଣା ହେବ। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି, ମରୁଡିରେ ରାଜ୍ୟର ୧୫ଟି ଜିଲ୍ଲାର ୭୦ଟି ବ୍ଳକ ପ୍ରଭାବିତ ହୋଇଛି। ୧୧୨୫ ପଞ୍ଚାୟତର ୩ ଲକ୍ଷ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 05:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ମରୁଡି ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି। ଜିଲ୍ଲାପାଳମାନଙ୍କ ଦ୍ୱାରା ପ୍ରଦତ୍ତ ଏହି ରିପୋର୍ଟକୁ ନେଇ ବର୍ତ୍ତମାନ ସରକାରୀ ସ୍ତରରେ ତର୍ଜମା ଚାଲିଛି। ଆସନ୍ତା ୩୦ ତାରିଖ ସୁଦ୍ଧା ମରୁଡ଼ି ଅଞ୍ଚଳ ଘୋଷଣା ହେବ। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ।

ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି, ମରୁଡିରେ ରାଜ୍ୟର ୧୫ଟି ଜିଲ୍ଲାର ୭୦ଟି ବ୍ଳକ ପ୍ରଭାବିତ ହୋଇଛି। ୧୧୨୫ ପଞ୍ଚାୟତର ୩ ଲକ୍ଷ ୧୫ ହଜାର ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି। ଆସନ୍ତା ୨୭ରେ ଏନେଇ ବିଭିନ୍ନ ବିଭାଗ ସହ ଆଲୋଚନା କରାଯିବ। ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦିଆଯିବ ବୋଲି ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story