ମାତାଲ ଭିଏଲ୍‌ଡବ୍ଲ୍ୟୁଙ୍କୁ ଧରିଲେ ଉପଜିଲ୍ଲାପାଳ

ବଣାଇ (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ କରିବାରେ ଭିଏଲ୍‌ଡବ୍ଲ୍ୟୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମାତ୍ର କେତେକ ଭିଏଲ୍‌ଡବ୍ଲ୍ୟୁ ଅଧିକାରୀ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ କରିବା ପରିବର୍ତ୍ତେ ମଦ ପିଇ ଶୋଇ ପଡ଼ୁଥିବା ଅଭିଯୋଗ ଆସୁଛି। ଏପରି ଅଭିଯୋଗ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ବଣାଇ ଉପଖଣ୍ଡରୁ ଆସିଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଆଜି ରଙ୍ଗେ ହାତରେ ଧରାପଡ଼ିଛନ୍ତି ଭିଏଲ୍‌ଡବ୍ଲ୍ୟୁ। ବଣାଇ ବ୍ଳକ୍ ଅଧୀନ ଝିର୍ଡାପାଲି ଭିଏଲ୍‌ଡବ୍ଲ୍ୟୁ […]

ranjan

ranjan

Rakesh Mallick
  • Published: Thursday, 23 November 2017
  • Updated: 23 November 2017, 07:59 PM IST

Sports

Latest News

ବଣାଇ (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ କରିବାରେ ଭିଏଲ୍‌ଡବ୍ଲ୍ୟୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମାତ୍ର କେତେକ ଭିଏଲ୍‌ଡବ୍ଲ୍ୟୁ ଅଧିକାରୀ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ କରିବା ପରିବର୍ତ୍ତେ ମଦ ପିଇ ଶୋଇ ପଡ଼ୁଥିବା ଅଭିଯୋଗ ଆସୁଛି। ଏପରି ଅଭିଯୋଗ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ବଣାଇ ଉପଖଣ୍ଡରୁ ଆସିଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଆଜି ରଙ୍ଗେ ହାତରେ ଧରାପଡ଼ିଛନ୍ତି ଭିଏଲ୍‌ଡବ୍ଲ୍ୟୁ।

ବଣାଇ ବ୍ଳକ୍ ଅଧୀନ ଝିର୍ଡାପାଲି ଭିଏଲ୍‌ଡବ୍ଲ୍ୟୁ ଅଧିକାରୀ ହେଉଛନ୍ତି ରଞ୍ଜନ ପାତ୍ର। ସେ ପଞ୍ଚାୟତ ଉନ୍ନୟନ କାମ କରିବା ପରିବର୍ତ୍ତେ ମଦ ପିଇ ଅଫିସ୍‌ ଆସୁଛନ୍ତି। ବେଳେ ବେଳେ ମଦ ପିଇ ଅଫିସ୍‌ରେ ଶୋଇପଡ଼ୁଛନ୍ତି। ସରପଞ୍ଚଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ଏପରିକି ସ୍ଥାନୀୟ ସରପଞ୍ଚ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଏହାଛଡ଼ା ରଞ୍ଜନଙ୍କ ବିରୋଧରେ ଅନେକ ଲିଖିତ ଅଭିଯୋଗ ମଧ୍ୟ ଆସିଥିଲା। ମାତ୍ର ରଙ୍ଗେହାତରେ ଧରିବାକୁ ସୁଯୋଗ ମିଳୁନଥିଲା। ଆଜି କୌଣସି ସୂତ୍ରରୁ ଖବର ପାଇ ବଣାଇ ଉପଜିଲ୍ଲାପାଳ ସ୍ୱଧାଦେବ ସିଂ ପଞ୍ଚାୟତ ପହଞ୍ଚି ତାଙ୍କୁ ମାତାଲ ଅବସ୍ଥାରେ ଧରିଛନ୍ତି। ତାଙ୍କୁ ନିଲମ୍ୱିତ କରିବା ପାଇଁ ଜିଲ୍ଲାପାଳଙ୍କୁ ସୁପାରିସ କରିବେ ବୋଲି ଉପଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story