ହାଇକୋର୍ଟରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ଅଭିଯୋଗ ମାମଲା: ୩୧ତାରିଖକୁ ଘୁଞ୍ଚିଲା ଶୁଣାଣି ତାରିଖ

କଟକ: ହାଇକୋର୍ଟରେ ଦାୟର ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲାର ଶୁଣାଣି ଆସନ୍ତା ୩୧ତାରିଖକୁ ଘୁଞ୍ଚିଛି। ହିଞ୍ଜିଳିରେ ବିଜେପିର ପରାଜିତ ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ନବୀନଙ୍କ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଏହି ମାମଲାର ଶୁଣାଣି ହେବାର ଥିଲା।  କିନ୍ତୁ କୋର୍ଟ ଶୁଣାଣିକୁ ୩୧ ତାରିଖ ଯାଏ ଘୁଞ୍ଚାଇ ଦେଇଛନ୍ତି।

OrissaHighCourt

OrissaHighCourt

Rakesh Mallick
  • Published: Friday, 28 July 2017
  • Updated: 28 July 2017, 02:19 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story