ରାୟଗଡ଼ା: ମୂର୍ତ୍ତି ବିସର୍ଜନ ବେଳେ ନାଗାବଳୀରେ ଭାସିଗଲେ ଦୁଇ ଯୁବକ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ଆଜି ଅପରାହ୍ନରେ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ଦୁଇ ଜଣ ଯୁବକ ନାଗାବଳୀ ନଦୀରେ ଭାସି ଯାଇଛନ୍ତି। କଲ୍ୟାଣସିଂହପୁରର କୁମ୍ଭାରଗୁଡ଼ା ଘାଟରେ ଏହି ଅଘଟଣ ଘଟିଛି। ନଦୀରେ ଭାସି ଯାଇଥିବା ଯୁବକ ଦ୍ୱୟ ହେଲେ କାମନା ହିକକା (୨୫) ଓ ଲଚିନ୍ଦ୍ର ହିକକା। ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ୨୦ ରୁ ୨୫ ଜଣ ଯୁବକଙ୍କ ଏଠାକୁ ମୂର୍ତ୍ତି ବିସର୍ଜନ କରିବାକୁ ଆସିଥିଲେ। ମୂର୍ତ୍ତି ବିସର୍ଜନ ବେଳେ […]

rayagada

rayagada

Rakesh Mallick
  • Published: Wednesday, 23 September 2015
  • Updated: 23 September 2015, 11:02 AM IST

Sports

Latest News

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ଆଜି ଅପରାହ୍ନରେ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ଦୁଇ ଜଣ ଯୁବକ ନାଗାବଳୀ ନଦୀରେ ଭାସି ଯାଇଛନ୍ତି। କଲ୍ୟାଣସିଂହପୁରର କୁମ୍ଭାରଗୁଡ଼ା ଘାଟରେ ଏହି ଅଘଟଣ ଘଟିଛି। ନଦୀରେ ଭାସି ଯାଇଥିବା ଯୁବକ ଦ୍ୱୟ ହେଲେ କାମନା ହିକକା (୨୫) ଓ ଲଚିନ୍ଦ୍ର ହିକକା।

ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ୨୦ ରୁ ୨୫ ଜଣ ଯୁବକଙ୍କ ଏଠାକୁ ମୂର୍ତ୍ତି ବିସର୍ଜନ କରିବାକୁ ଆସିଥିଲେ। ମୂର୍ତ୍ତି ବିସର୍ଜନ ବେଳେ ଏହି ଦୁଇ ଯୁବକ ନଦୀରେ ପଡ଼ି ଯାଇଥିଲେ। ପାଣି ସ୍ରୋତ ଅଧିକ ଥିବାରୁ ସେମାନେ ଭାସି ଯାଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାସି ଯାଇଥିବା ଯୁବକ ଦ୍ୱୟଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story