ସ୍ୱାମୀ ଆଗରେ ସ୍ତ୍ରୀର ଜୀବନ ଚାଲିଗଲା: ଉତ୍ତ୍ୟକ୍ତ ଲୋକେ ଡମ୍ପର ଜାଳିଦେଲେ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଡମ୍ପର ବାଇକ୍‌ ଧକ୍କା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଏହାକୁ କେନ୍ଦ୍ରକରି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଲୋକେ ବାଲି ବୋଝେଇ ଡମ୍ପରରେ ନିଆଁ ଲଗାଇ ଦେଇଥିଲେ। ପଦାରୁଆ ଗାଁର ଜଗନ୍ନାଥ ସ୍ୱାଇଁ ଓ ତାଙ୍କ ପତ୍ନୀ ରିମାରାଣୀ ସ୍ୱାଇଁ ବାଇକ୍‌ରେ ବିଦ୍ୟାଧରପୁର ଯାଉଥିଲେ। ତେବେ ଏକ ବାଲି […]

anandpur accident

anandpur accident

Rakesh Mallick
  • Published: Thursday, 04 May 2017
  • Updated: 04 May 2017, 03:53 PM IST

Sports

Latest News

[vc_video link="https://www.youtube.com/watch?v=PnZA13HmMBs" align="center"]

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଡମ୍ପର ବାଇକ୍‌ ଧକ୍କା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଏହାକୁ କେନ୍ଦ୍ରକରି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଲୋକେ ବାଲି ବୋଝେଇ ଡମ୍ପରରେ ନିଆଁ ଲଗାଇ ଦେଇଥିଲେ।

ପଦାରୁଆ ଗାଁର ଜଗନ୍ନାଥ ସ୍ୱାଇଁ ଓ ତାଙ୍କ ପତ୍ନୀ ରିମାରାଣୀ ସ୍ୱାଇଁ ବାଇକ୍‌ରେ ବିଦ୍ୟାଧରପୁର ଯାଉଥିଲେ। ତେବେ ଏକ ବାଲି ବୋଝେଇ ଡମ୍ପର ସେମାନଙ୍କ ବଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ରିମାରାଣୀଙ୍କର ମୃତ୍ୟୁ ଘଟିଥିଲା। ଜଗନ୍ନାଥଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story