ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ କଲେଇପୋଷ-ବରସୁଆଁ ରାସ୍ତାର ଦଲମକୁଚା ନିକଟରେ ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏକ ଡମ୍ପର ଓଲଟି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ତିନି ଜଣ ଡମ୍ପରର ଡାଲାରେ ବସିଥିଲେ। ମୃତକମାନେ ହେଲେ ସୁଖପାଲି ଗାଁର ସନ୍ତୋଷ ମହାନ୍ତ, ସାହେବ ମହାନ୍ତ ଓ ଶୁକ୍ରୁ ମହାନ୍ତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।