ଆବର୍ଜନା ଡମ୍ପିଂକୁ ବିରୋଧ: ଦାରୁଠେଙ୍ଗରେ ପୋଲିସ୍-ଜନତା ସଂଘର୍ଷ

ଭୁବନେଶ୍ୱର: ଆବର୍ଜନା ଡମ୍ପିଂକୁ ନେଇ ଆଜି ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ପୋଲିସ୍ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଘଟିଛି। ଉତ୍ତ୍ୟକ୍ତ ଲୋକେ ପୋଲିସ୍ ଉପରକୁ ପ୍ରବଳ ଢେଲା ମାଡ଼ କରାଯାଇଥିଲା। ଲୋକଙ୍କୁ ଅଟକାଇବାକୁ ଯାଇ ପୋଲିସ୍ ଟିୟର ଗ୍ୟାସ୍ ପ୍ରୟୋଗ କରିବା ସହ ମୃଦୁ ଲାଠି ଚାଳନା କରିଥିଲା। ଉଭୟ ପକ୍ଷରୁ ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଗତକାଲି ଭଳି ଆଜି ବି ଦାରୁଠେଙ୍ଗରେ ଆବର୍ଜନା ଡମ୍ପିଂ କରାଯାଉଥିଲା। ତେବେ […]

police

police

Rakesh Mallick
  • Published: Friday, 29 July 2016
  • Updated: 29 July 2016, 02:09 PM IST

Sports

Latest News

policeଭୁବନେଶ୍ୱର: ଆବର୍ଜନା ଡମ୍ପିଂକୁ ନେଇ ଆଜି ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ପୋଲିସ୍ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଘଟିଛି। ଉତ୍ତ୍ୟକ୍ତ ଲୋକେ ପୋଲିସ୍ ଉପରକୁ ପ୍ରବଳ ଢେଲା ମାଡ଼ କରାଯାଇଥିଲା। ଲୋକଙ୍କୁ ଅଟକାଇବାକୁ ଯାଇ ପୋଲିସ୍ ଟିୟର ଗ୍ୟାସ୍ ପ୍ରୟୋଗ କରିବା ସହ ମୃଦୁ ଲାଠି ଚାଳନା କରିଥିଲା। ଉଭୟ ପକ୍ଷରୁ ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

ଗତକାଲି ଭଳି ଆଜି ବି ଦାରୁଠେଙ୍ଗରେ ଆବର୍ଜନା ଡମ୍ପିଂ କରାଯାଉଥିଲା। ତେବେ ଆଜି ଦାରୁଠେଙ୍ଗ ଓ ଭୁଆଷୁଣି ମୌଜାର ଲୋକେ ପୁଣି ଏହାକୁ ବିରୋଧ କରିଥିଲେ ଏବଂ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପୋଲିସ୍‌ ସେମାନଙ୍କୁ ଘଉଡ଼ାଇବାକୁ ଯିବା ବେଳେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଶହ ଶହ ଗାଁ ଲୋକ ଏକାଠି ହୋଇ ପୋଲିସ୍ ଉପରକୁ ପ୍ରବଳ ଢେଲା ମାଡ଼ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story