ଗାଡ଼ି ଚାଳକ ସାବଧାନ! ରାଜଧାନୀରେ ନକଲି ଇଞ୍ଜିନ ଅଏଲ୍‌ କାରଖାନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ନକଲି ଇଞ୍ଜିନ ଅଏଲ କାରଖାନା ଠାବ ହୋଇଛି। ମଞ୍ଚେଶ୍ୱର ସମେଇଗଡିଆ ପତି ସାହିରେ ଏକ ଭଡାଘରେ ଏହି କାରଖାନା ଚାଲିଥିଲା। ଜଗତସିଂହପୁରର ବାବାଜୀ ସାହୁ ନାମକ ଜଣେ ବ୍ୟକ୍ତି ବର୍ଷେ ଧରି ପୋଡା ମୋବିଲରେ ବିଭିନ୍ନ କେମିକାଲ ମିଶାଇ ବିକ୍ରି କରୁଥିଲେ। ବିଭିନ୍ନ ଗ୍ୟାରେଜରୁ ପୋଡା ମୋବିଲ ଲିଟର ପିଛା ୨୦ ଟଙ୍କାରେ କିଣି ସେଥିରେ କେମିକାଲ ମିଶାଇ ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ଚଢା ଦରରେ ବଜାରରେ ବିକ୍ରି କରୁଥିଲା। […]

duplicate-engein-oil-factry

duplicate-engein-oil-factry

Rakesh Mallick
  • Published: Sunday, 10 December 2017
  • Updated: 10 December 2017, 08:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ନକଲି ଇଞ୍ଜିନ ଅଏଲ କାରଖାନା ଠାବ ହୋଇଛି। ମଞ୍ଚେଶ୍ୱର ସମେଇଗଡିଆ ପତି ସାହିରେ ଏକ ଭଡାଘରେ ଏହି କାରଖାନା ଚାଲିଥିଲା। ଜଗତସିଂହପୁରର ବାବାଜୀ ସାହୁ ନାମକ ଜଣେ ବ୍ୟକ୍ତି ବର୍ଷେ ଧରି ପୋଡା ମୋବିଲରେ ବିଭିନ୍ନ କେମିକାଲ ମିଶାଇ ବିକ୍ରି କରୁଥିଲେ। ବିଭିନ୍ନ ଗ୍ୟାରେଜରୁ ପୋଡା ମୋବିଲ ଲିଟର ପିଛା ୨୦ ଟଙ୍କାରେ କିଣି ସେଥିରେ କେମିକାଲ ମିଶାଇ ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ଚଢା ଦରରେ ବଜାରରେ ବିକ୍ରି କରୁଥିଲା। ଏହି ଖବର ପାଇ କମିଶନରେଟ ପୋଲିସ ଚଢ଼ାଉ କରି ଅଭିଯୁକ୍ତ ବାବାଜୀ ସାହୁଙ୍କୁ ଗିରଫ କରିଛନ୍ତି। ତାଙ୍କ ନିକଟରୁ ବ୍ୟାରେଲ, ପଞ୍ଚିଙ୍ଗ ମେସିନ୍ ଓ ବିଭିନ୍ନ କମ୍ପାନୀର ଷ୍ଟିକର ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story