ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ବୁର୍ଲା ପାୱାର ଚ୍ୟାନେଲରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ସମ୍ବଲପୁର: ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଶୁକ୍ରବାର ସମ୍ବଲପୁରରେ ଘଟିଛି ଅଘଟଣ। ମୂର୍ତ୍ତି ବିସର୍ଜନ ବେଳେ ବୁର୍ଲା ପାୱାର ଚ୍ୟାନେଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ଗୌରବ ଚକ୍ରବର୍ତ୍ତୀ। ତାଙ୍କ ଘର ସମ୍ବଲପୁରର ଷ୍ଟେସନ ବଜାରରେ।

ସବିଶେଷ ଖବରକୁ ଅପେକ୍ଷା କରାଯାଇଛି।