ଦୂତୀ ଚାନ୍ଦଙ୍କୁ ଆଶ୍ୱସ୍ତି: ହାଇପର ଅଣ୍ଡ୍ରୋଜେନ୍ ରେଗୁଲେସନ ପୁଣି ୨ ମାସ ପାଇଁ ସସ୍ପେଣ୍ଡ

ନୂଆଦିଲ୍ଲୀ: ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଆଶ୍ୱସ୍ତି। ଆଉ ଦୁଇ ମାସ ପାଇଁ ଆଣ୍ଡ୍ରୋଜେନ୍ ରେଗୁଲେସନକୁ ସସ୍ପେଣ୍ଡ କଲେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଅଫ୍ ସ୍ପୋର୍ଟସ। ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ଆଣ୍ଡ୍ରୋଜେନ୍ ସମ୍ପର୍କିତ ସମସ୍ତ ବୈଜ୍ଞାନିକ ପ୍ରମାଣ ଦାଖଲ କରିବାକୁ ଆଇଏଏଏଫକୁ କୁହାଯାଇଛି। ରିପୋର୍ଟ ଦାଖଲ ନହେଲେ ଆଣ୍ଡ୍ରୋଜେନ୍ ରେଗୁଲେସନ୍ କୁ ଅସିଦ୍ଧ ଘୋଷଣା କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଶରୀରରେ ଆଣ୍ଡ୍ରୋଜୋନ ମାତ୍ରା କେତେ ପରିମାଣର ରହିଲେ ଆଥଲେଟଙ୍କ ପ୍ରଦର୍ଶନ ଉପରେ […]

dutee-

dutee-

Rakesh Mallick
  • Published: Saturday, 29 July 2017
  • Updated: 29 July 2017, 03:03 PM IST

Sports

Latest News

ନୂଆଦିଲ୍ଲୀ: ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଆଶ୍ୱସ୍ତି। ଆଉ ଦୁଇ ମାସ ପାଇଁ ଆଣ୍ଡ୍ରୋଜେନ୍ ରେଗୁଲେସନକୁ ସସ୍ପେଣ୍ଡ କଲେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଅଫ୍ ସ୍ପୋର୍ଟସ। ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ଆଣ୍ଡ୍ରୋଜେନ୍ ସମ୍ପର୍କିତ ସମସ୍ତ ବୈଜ୍ଞାନିକ ପ୍ରମାଣ ଦାଖଲ କରିବାକୁ ଆଇଏଏଏଫକୁ କୁହାଯାଇଛି। ରିପୋର୍ଟ ଦାଖଲ ନହେଲେ ଆଣ୍ଡ୍ରୋଜେନ୍ ରେଗୁଲେସନ୍ କୁ ଅସିଦ୍ଧ ଘୋଷଣା କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଶରୀରରେ ଆଣ୍ଡ୍ରୋଜୋନ ମାତ୍ରା କେତେ ପରିମାଣର ରହିଲେ ଆଥଲେଟଙ୍କ ପ୍ରଦର୍ଶନ ଉପରେ କଣ ପ୍ରଭାବ ପଡିବ ତାହା ମଧ୍ୟ ଦର୍ଶାଇବା ପାଇଁ କୁହାଯାଇଛିା କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଆଗକୁ ଦୂତୀ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତିୟ କ୍ରୀଡ଼ାରେ ଭାଗନେବାରେ ଅସୁବିଧା ହେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos