୩ ପ୍ରାର୍ଥୀଙ୍କ ପାଇଁ ୩ ବ୍ୟାଲଟ୍ : ସହଜରେ ଜିତିବେ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ଜୁଲାଇ ୫ ତାରିଖରେ ପ୍ରସ୍ତାବିତ ଉପନିର୍ବାଚନରେ ବିଜେଡିର ସମସ୍ତ ୩ ପ୍ରାର୍ଥୀ ନିର୍ଦ୍ଦ୍ୱନ୍ଦ୍ୱରେ ଜିତିବା ଏକରକମ ସ୍ପଷ୍ଟ ହୋଇଯାଇଛି। ଏହି ଉପନିର୍ବାଚନ ପାଇଁ ଆସନ୍ତାକାଲି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ, ଯାହାକି ଜୁନ୍ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟସଭା ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ଓଡ଼ିଶା ସର୍ବଅଡିନେଟ୍ ଷ୍ଟାଫ ସିଲେକ୍ସନ୍ କମିଶନଙ୍କ ସଚିବ ବିଷ୍ଣୁପ୍ରସାଦ […]

wea

wea

Hemant Lenka
  • Published: Monday, 17 June 2019
  • Updated: 17 June 2019, 07:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ଜୁଲାଇ ୫ ତାରିଖରେ ପ୍ରସ୍ତାବିତ ଉପନିର୍ବାଚନରେ ବିଜେଡିର ସମସ୍ତ ୩ ପ୍ରାର୍ଥୀ ନିର୍ଦ୍ଦ୍ୱନ୍ଦ୍ୱରେ ଜିତିବା ଏକରକମ ସ୍ପଷ୍ଟ ହୋଇଯାଇଛି। ଏହି ଉପନିର୍ବାଚନ ପାଇଁ ଆସନ୍ତାକାଲି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ, ଯାହାକି ଜୁନ୍ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟସଭା ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ଓଡ଼ିଶା ସର୍ବଅଡିନେଟ୍ ଷ୍ଟାଫ ସିଲେକ୍ସନ୍ କମିଶନଙ୍କ ସଚିବ ବିଷ୍ଣୁପ୍ରସାଦ ମିଶ୍ରଙ୍କୁ ନିଯୁକ୍ତି ମିଳିଛି।

ନିର୍ବାଚନ କମିଶନ ୩ଟି ଆସନ ପାଇଁ ଏକକ ବାଲାଟ୍ ପେପରରେ ଭୋଟ୍ ପରିବର୍ତ୍ତେ ପ୍ରତ୍ୟେକ ପ୍ରାର୍ଥୀଙ୍କ ନିମନ୍ତେ ଭିନ୍ନ ଭିନ୍ନ ବ୍ୟାଲଟ୍ ପେପରରେ ଭୋଟ୍ କରାଇବାକୁ ନିଷ୍ପତ୍ତି ନେଇଥିବାରୁ ଶାସକ ବିଜେଡି ନିଜର ୧୧୧ ବିଧାୟକଙ୍କ ମଧ୍ୟରୁ ମାତ୍ର ୭୩ଜଣ ବିଧାୟକଙ୍କ ସମର୍ଥନରେ ସହଜରେ ୩ଟି ଯାକ ଆସନ ଦଖଲ କରିବ। କାରଣ ଜଣେ ବିଧାୟକ ଚଳିତ ନିର୍ବାଚନରେ ୩ଜଣ ପ୍ରାର୍ଥୀଙ୍କ ପାଇଁ ୩ଥର ଭୋଟ୍ ଦେଇପାରିବେ। ଯଦି ଏକକ ବାଲାଟ୍ ପେପର ହୋଇଥାନ୍ତା, ତା’ହେଲେ ଜଣେ ବିଧାୟକଙ୍କୁ ୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କେବଳ ଜଣେ ପ୍ରାର୍ଥୀଙ୍କ ସପକ୍ଷରେ ହିଁ ପ୍ରଥମ ପସନ୍ଦ ଭୋଟ୍ ଦେବାକୁ ପଡ଼ିଥାନ୍ତା। ଓଡ଼ିଶା ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ପାଖରେ ଏତେ ସଂଖ୍ୟକ (କଂଗ୍ରେସର୯ ଓ ବିଜେପିର ୨୩ ବିଧାୟକ)ଭୋଟ୍ ନାହିଁ।

ବିଧାନସଭା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟସଭା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀରୁ ଏକ ଟିମ୍ ଆଜି ଓଡ଼ିଶା ବିଧାନସଭା ଗସ୍ତରେ ଆସି ଆବଶ୍ୟକ କାର୍ଯ୍ୟ ତଦାରଖ କରିଛନ୍ତି । ରାଜ୍ୟସଭା ନିର୍ବାଚନ ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଓଡ଼ିଶାର ୩ଟି ଆସନ ପାଇଁ ନିର୍ବାଚନ ଗୋଟିଏ ଦିନରେ ହେଉଥିଲେ ମଧ୍ୟ ପ୍ରତ୍ୟେକ ଆସନ ନିମନ୍ତେ ଭିନ୍ନ ଭିନ୍ନ ଭାବେ ନିର୍ବାଚନ ହେବ। ଅର୍ଥାତ୍ ୩ଟି ଆସନ ପାଇଁ ୩ଟି ବ୍ୟାଲଟ୍ ପେପର ପ୍ରସ୍ତୁତ ହୋଇଛି। ଦିଲ୍ଲୀ ହାଇକୋର୍ଟ ୧୯୯୪ରେ ଏକେ ୱାଲିଆ ବନାମ କେନ୍ଦ୍ର ସରକାର ଓ ଅନ୍ୟମାନଙ୍କ ମାମଲାରେ ଏବଂ ୨୦୦୯ରେ ସତ୍ୟପାଲ ମଲ୍ଲିକ ବନାମ ନିର୍ବାଚନ କମିଶନଙ୍କ ମାମଲାରେ ଦେଇଥିବା ରାୟକୁ ଆଧାର କରି ଜାତୀୟ ନିର୍ବାଚନ କମିଶନ ଗୋଟିଏ ଦିନରେ ପ୍ରତ୍ୟେକ ଆସନ ପାଇଁ ଭିନ୍ନ ଭିନ୍ନ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟସଭା ସାଂସଦ ସୌମ୍ୟ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ରେ ଶେଷ ହେଉଥିଲେ ମଧ୍ୟ ସୌମ୍ୟ ଜୁନ୍ ୬ରେ ଏବଂ ଅଚ୍ୟୁତ ମେ’ ୨୪ ତାରିଖରେ ଇସ୍ତଫା ଦେଇଛନ୍ତି। ସେହିପରି ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟକାଳ ଥିଲେ ସୁଦ୍ଧା ପ୍ରତାପ ଦେବ ଜୁନ୍ ୯ତାରିଖରେ ଇସ୍ତଫା ଦେଇଛନ୍ତି। ଏହି ସାଂସଦମାନେ ଭିନ୍ନ ଭିନ୍ନ ତାରିଖରେ ଇସ୍ତଫା ଦେଇଥିବାରୁ ସେମାନଙ୍କ ଆସନରେ ଭିନ୍ନ ଭିନ୍ନ ଭାବେ ନିର୍ବାଚନ ହେବ, କିନ୍ତୁ ସମାନ କାର୍ଯ୍ୟସୂଚୀ ଆଧାରରେ। ଯଦିଓ ଗୋଟିଏ ଦିନରେ ଏହି ସମସ୍ତ ୩ଟି ଆସନ ପାଇଁ ନିର୍ବାଚନ ହେବ କିନ୍ତୁ ୩ଟି ଆସନ ପାଇଁ ଭିନ୍ନ ଭିନ୍ନ ଭାବେ ନିର୍ବାଚନ ହେଉଥିବାରୁ ପ୍ରତ୍ୟେକ ଆସନ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟାଲଟ୍ ରହିବ।

ଗୁଜରାଟରେ ଅମିତ୍ ଶାହ ଓ ସ୍ମୃତି ଇରାନୀଙ୍କ କାର୍ଯ୍ୟକାଳ (୨୦୨୩ ଅଗଷ୍ଟ ୧୮) ସମାନ ଦିନରେ ଶେଷ ହେଉଥିଲେ ମଧ୍ୟ ଉଭୟ ଭିନ୍ନ ଭିନ୍ନ ତାରିଖରେ ଇସ୍ତଫା ଦେଇଥିବାରୁ କମିଶନ ମଧ୍ୟ ସେଠାରେ ଗୋଟିଏ ବ୍ୟାଲଟ ଜରିଆରେ ନିର୍ବାଚନ ନକରି ଦୁଇଟି ଆସନ ପାଇଁ ୨ଟି ବ୍ୟାଲଟ୍ ପେପରରେ ନିର୍ବାଚନ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି। ଫଳରେ ସେଠାରେ ଶାସକ ବିଜେପିକୁ ଉକ୍ତ ଦୁଇଟି ଆସନକୁ ପୁଣିଥରେ ଅକ୍ତିଆର କରିବା ସହଜ ହେବ। ଅବଶ୍ୟ କଂଗ୍ରେସ ଏହି ଦୁଇଟି ଆସନକୁ ଗୋଟିଏ ବ୍ୟାଲଟ୍ ପେପର ଜରିଆରେ କରାଇବା ପାଇଁ ଦାବି କରିଥିଲା,ଯାହାକୁ ନିର୍ବାଚନ କମିଶନ ଖାରଜ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story