ପିଏନ୍‌ବି ମହାଠକେଇ: ଓଡ଼ିଶାରେ ଗହଣା ଦୋକାନରେ ଇଡିର ଚଢ଼ଉ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଏନ୍‌ବି ମହାଠକେଇ ଓ ନିରବ ମୋଦି ଲିଙ୍କରେ ଓଡ଼ିଶାରେ ରେଡ୍‌। ଆଜି କଟକ-ଭୁବନେଶ୍ୱରର କିଛି ପ୍ରତିଷ୍ଠିତ ଗହଣା ଦୋକାନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏସବୁ ଜୁଏଲାରୀ ସୋ ରୁମ୍‌ରେ ନିରବଙ୍କ ମାଲିକାନାର କିଛି ବ୍ରାଣ୍ଡର ଷ୍ଟକ୍ ଯାଞ୍ଚ କରାଯାଇଛି। ଦେଶର ବ୍ୟାଙ୍କ ଠକେଇ ଇତିହାସରେ ସବୁଠୁ ବଡ଼ କାର୍ପଟଦାର ନିରବ ମୋଦି ଲିଙ୍କରେ ରାଜଧାନୀ ଭୁବନେଶ୍ୱରରେ କେତେକ ଗହଣା ଦୋକାନରେ ଇଡି ଚଢ଼ଉ କରିଛି। ଇଡିର ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱରର ତିନିଟି […]

nirav_modi

nirav_modi

Rakesh Mallick
  • Published: Tuesday, 20 February 2018
  • Updated: 20 February 2018, 09:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଏନ୍‌ବି ମହାଠକେଇ ଓ ନିରବ ମୋଦି ଲିଙ୍କରେ ଓଡ଼ିଶାରେ ରେଡ୍‌। ଆଜି କଟକ-ଭୁବନେଶ୍ୱରର କିଛି ପ୍ରତିଷ୍ଠିତ ଗହଣା ଦୋକାନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏସବୁ ଜୁଏଲାରୀ ସୋ ରୁମ୍‌ରେ ନିରବଙ୍କ ମାଲିକାନାର କିଛି ବ୍ରାଣ୍ଡର ଷ୍ଟକ୍ ଯାଞ୍ଚ କରାଯାଇଛି।

ଦେଶର ବ୍ୟାଙ୍କ ଠକେଇ ଇତିହାସରେ ସବୁଠୁ ବଡ଼ କାର୍ପଟଦାର ନିରବ ମୋଦି ଲିଙ୍କରେ ରାଜଧାନୀ ଭୁବନେଶ୍ୱରରେ କେତେକ ଗହଣା ଦୋକାନରେ ଇଡି ଚଢ଼ଉ କରିଛି। ଇଡିର ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱରର ତିନିଟି ପ୍ରମୁଖ ସୋ ରୁମ ଯାଇ ନିରବଙ୍କ ମାଲିକାନାରେ ଥିବା ବିଭିନ୍ନ ବ୍ରାଣ୍ଡ୍ ଗହଣାର ଷ୍ଟକ୍ ଯାଞ୍ଚ କରିଛି। ଏସବୁ ସୋ’ ରୁମରେ ଗୀତାଞ୍ଜଳି, ନକ୍ଷତ୍ର, ଅସ୍ମୀ ଓ ଗିଲି ଭଳି ଦାମୀ ବ୍ରାଣ୍ଡର ହୀରା ଗହଣା ବିକ୍ରି ହେଉଛି କି ନାହିଁ? ଯଦି ହେଉଛି ତେବେ ତାହା ସଂପୃକ୍ତ କମ୍ପାନୀ କିମ୍ବା ସୋ ରୁମ୍, କାହା ମାଲିକାନାରେ ରହିଛି, ତାର ତନଖି କରିଛି ଇଡି। ଭୁବନେଶ୍ୱର ଭଳି କଟକରେ ଥିବା ଏସବୁ ସୋରୁମର ବ୍ରାଞ୍ଚରେ ମଧ୍ୟ ଏକ ସମୟରେ ଚଢ଼ଉ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story