ଭିତ୍ତିଭୂମୀର ଅଭାବ: ସମସ୍ୟା ଘେରରେ କୁମାରୀର ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ଆଦର୍ଶ ବିଦ୍ୟାଳୟର ପରିକଳ୍ପନା କରାଯାଇଥିଲା। ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି। ତାସତ୍ତ୍ଵେ ବି ବାସ୍ତବ ଚିତ୍ର କିଛି ଅଲଗା। କେଉଁଠି ଭିତ୍ତିଭୂମୀର ଅଭାବ ତ କେଉଠି ଆବଶ୍ୟକ ସଂଖ୍ୟାରେ ଶିକ୍ଷକ ନାହାନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା କୁମାରୀର ଆଦର୍ଶ ବିଦ୍ୟାଳୟ। ବାହାରୁ ପୁରା ଚକାଚକ୍ ଦେଖାଯାଉଥିଲେ ବି ଏହି ଆଦର୍ଶ ବିଦ୍ୟାଳୟର ଅନେକ […]

adarsha school

adarsha school

Rakesh Mallick
  • Published: Sunday, 05 November 2017
  • Updated: 05 November 2017, 08:00 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ଆଦର୍ଶ ବିଦ୍ୟାଳୟର ପରିକଳ୍ପନା କରାଯାଇଥିଲା। ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି। ତାସତ୍ତ୍ଵେ ବି ବାସ୍ତବ ଚିତ୍ର କିଛି ଅଲଗା। କେଉଁଠି ଭିତ୍ତିଭୂମୀର ଅଭାବ ତ କେଉଠି ଆବଶ୍ୟକ ସଂଖ୍ୟାରେ ଶିକ୍ଷକ ନାହାନ୍ତି ।

ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା କୁମାରୀର ଆଦର୍ଶ ବିଦ୍ୟାଳୟ। ବାହାରୁ ପୁରା ଚକାଚକ୍ ଦେଖାଯାଉଥିଲେ ବି ଏହି ଆଦର୍ଶ ବିଦ୍ୟାଳୟର ଅନେକ ସମସ୍ୟା ରହିଛି। ୧୬୦ ପିଲାଙ୍କ ପାଇଁ ୧୨ ଜଣ ଶିକ୍ଷକ ରହିବାର ବ୍ୟବସ୍ଥା ଥିବାବେଳେ ଅଛନ୍ତି ମାତ୍ର ୩ଜଣ । ବିଦ୍ୟୁତ ଓ ପାନୀୟ ଜଳ ବ୍ୟବସ୍ଥା ନାହିଁ। ପାଣିଟ୍ୟାପ୍ ଲାଗିଛି , କିନ୍ତୁ ପାଣି ବାହାରୁ ନାହିଁ। ସେପଟେ ପରିମଳ ବ୍ୟବସ୍ଥାର ମଧ୍ୟ କୌଣସି ସୁବିଧା ନାହିଁ।  ଚଳିତ ବର୍ଷ ୧୬୦ ଜଣ ଛାତ୍ରୀଛାତ୍ର ଏଠି ନାମ ଲେଖାଇଥିବା ବେଳେ ଏସବୁ ସମସ୍ୟା ପାଇଁ ସେମାନେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି।

ଉଚ୍ଚମାନର ଶିକ୍ଷା ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଦ୍ୱାରା ଗୁଣାତ୍ମକ ଶିକ୍ଷା ମିଳିବା ନେଇ ଛାତ୍ରଛାତ୍ରୀ ବିଦ୍ୟାଳୟରେ ନାମ ଲେଖାଇଥିଲେ  କିନ୍ତୁ ଶିକ୍ଷା ବର୍ଷ ଅଧା ବିତି ଯାଇଥିଲେ ବି ଶିକ୍ଷକଙ୍କୁ ନିଯୁକ୍ତି ମିଳି ନ ଥିବାରୁ ଭବିଷ୍ୟତକୁ ନେଇ ଅଶଙ୍କାରେ ଅଛନ୍ତି ଛାତ୍ରଛାତ୍ରୀ। ସେପଟେ ଖୁବଶିଘ୍ର ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦାୟୀତ୍ୱରେ ଥିବା ସ୍ଥାନୀୟ ବିଇଓ  କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story