ଜୁଏଲଙ୍କୁ ଅଣ୍ଡାମାଡ଼ ପ୍ରତିବାଦରେ ଆସନ୍ତାକାଲି ସୁନ୍ଦରଗଡ଼ ବନ୍ଦ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣାର ପ୍ରତିବାଦରେ ଆସନ୍ତାକାଲି ୭ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଛି ବିଜେପି। ବନ୍ଦ ପାଳନରୁ ସ୍ୱାସ୍ଥ୍ୟ ସେବା ଓ ବ୍ୟାଙ୍କ ସେବାକୁ ବାଦ୍ ଦିଆଯାଇଛି। ଅଣ୍ଡାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଆଟ୍ରୋସିଟି ଆକ୍ଟରେ ଗିରଫ କରିବାକୁ ଦଳ ଦାବି କରିଥିଲା। ତେବେ ରୁଜୁ ହୋଇଥିବା ମାମଲାରେ ଏହି ଦଫା ଲଗାଯାଇ ନାହିଁ। ସେପଟେ ଅଣ୍ଡାମାଡ଼ ଘଟଣା ପାଇଁ ବିଜେପିର ଗୋଷ୍ଠୀ କନ୍ଦଳକୁ ଦାୟୀ କରିଛନ୍ତି ବିଜେଡି ଉପସଭାପତି […]

jual-oram-story_

jual-oram-story_

Rakesh Mallick
  • Published: Thursday, 15 June 2017
  • Updated: 16 June 2017, 07:17 AM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣାର ପ୍ରତିବାଦରେ ଆସନ୍ତାକାଲି ୭ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଛି ବିଜେପି। ବନ୍ଦ ପାଳନରୁ ସ୍ୱାସ୍ଥ୍ୟ ସେବା ଓ ବ୍ୟାଙ୍କ ସେବାକୁ ବାଦ୍ ଦିଆଯାଇଛି। ଅଣ୍ଡାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଆଟ୍ରୋସିଟି ଆକ୍ଟରେ ଗିରଫ କରିବାକୁ ଦଳ ଦାବି କରିଥିଲା। ତେବେ ରୁଜୁ ହୋଇଥିବା ମାମଲାରେ ଏହି ଦଫା ଲଗାଯାଇ ନାହିଁ।

ସେପଟେ ଅଣ୍ଡାମାଡ଼ ଘଟଣା ପାଇଁ ବିଜେପିର ଗୋଷ୍ଠୀ କନ୍ଦଳକୁ ଦାୟୀ କରିଛନ୍ତି ବିଜେଡି ଉପସଭାପତି ଦାମୋଦର ରାଉତ। ଘଟଣା ପଛରେ ବିଜୟ ମହାପାତ୍ରଙ୍କ ସମର୍ଥକଙ୍କର ହାତ ଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ପଡ଼ିଥିବା ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story