ଅଣ୍ଡା ଗୋଟାକୁ ୮ଟଙ୍କା, ୧୫ ଦିନରେ ଦର ବଢିଲାଣି ଦେଢଗୁଣା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସଣ୍ଡେ ହୋ ୟା ମଣ୍ଡେ, ରୋଜ୍ ଖାଓ ଅଣ୍ଡେ । NECCର ଏହି ଫଣ୍ଡା କିନ୍ତୁ ଏବେ କାମ ଦେଉନି। କାରଣ ହୁ ହୁ ହୋଇ ବଢୁଛି ଅଣ୍ଡା ଦର । ଗତ ୧୫ ଦିନ ମଧ୍ୟରେ ଦର ପ୍ରାୟ ଦେଢ଼ଗୁଣା ବଢିଲାଣି। ଦୁଇ ସପ୍ତାହ ତଳେ ଅଣ୍ଡା ଗୋଟାକ ୫ ଟଙ୍କା ଥିବା ବେଳେ ଏବେ ୭ରୁ ସାଢେ ୭ ଟଙ୍କାରେ ପହଞ୍ଚିଛି ଦର। ହଠାତ୍ ଦର ବଢିଯିବା ପରେ ଖାଉଟି ହନ୍ତସନ୍ତ  […]

images (1)

images (1)

Rakesh Mallick
  • Published: Tuesday, 21 November 2017
  • Updated: 21 November 2017, 09:28 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସଣ୍ଡେ ହୋ ୟା ମଣ୍ଡେ, ରୋଜ୍ ଖାଓ ଅଣ୍ଡେ । NECCର ଏହି ଫଣ୍ଡା କିନ୍ତୁ ଏବେ କାମ ଦେଉନି। କାରଣ ହୁ ହୁ ହୋଇ ବଢୁଛି ଅଣ୍ଡା ଦର । ଗତ ୧୫ ଦିନ ମଧ୍ୟରେ ଦର ପ୍ରାୟ ଦେଢ଼ଗୁଣା ବଢିଲାଣି। ଦୁଇ ସପ୍ତାହ ତଳେ ଅଣ୍ଡା ଗୋଟାକ ୫ ଟଙ୍କା ଥିବା ବେଳେ ଏବେ ୭ରୁ ସାଢେ ୭ ଟଙ୍କାରେ ପହଞ୍ଚିଛି ଦର। ହଠାତ୍ ଦର ବଢିଯିବା ପରେ ଖାଉଟି ହନ୍ତସନ୍ତ  ହେଉଛନ୍ତି । ଚଳିତ ବର୍ଷ ଅଣ୍ଡା ଉତ୍ପାଦନ ୨୫ରୁ ୩୦ ପ୍ରତିଶତ ଯାଏଁ ହ୍ରାସ ପାଇଥିବାରୁ ଏଭଳି ଦର ବଢିଥିବା କୁହାଯାଉଛି ।

୧୫ ଦିନ ତଳେ ଡଜନ୍ ଥିଲା ୬୦ ଟଙ୍କା ଏବେ ୮୦ ଟପିଲାଣି । ଅର୍ଥାତ୍ ଦିନ କେଇଟାରେ ଦର ବଢିଛି ୪୦ ପ୍ରତିଶତ। ନ୍ୟାସନାଲ ଏଗ୍ କୋଅର୍ଡିନେସନ କମିଟିର ରେଟ୍ ଚାଟ୍ ଉପରେ ନଜର ପକାଇଲେ ଆନ୍ଧ୍ର  ବିଜୟଓ୍ୱାଡା ସର୍କଲରୁ ଓଡିଶା ଆସୁଥିବା ବେଳ ଗତ ୧ ତାରିଖରେ ସେଠାରେ ଫାର୍ମ ରେଟ୍ ଥିଲା ୪ଟଙ୍କା ୨୦ ପଇସା । ଆଜିର ତାରିଖରେ ୫ଟଙ୍କା ୧୦ ପଇସା। ତେଣୁ ରିଟେଲ୍‌ରେ ସାଢେ ୬ରୁ ୭ ଟଙ୍କାରେ ବିକ୍ରି ହେଉଛି । ଏପଟେ ଅଣ୍ଡା ରେଟ୍ ବଢ଼ିବା ପରେ ବିଭିନ୍ନ ଫାଷ୍ଟଫୁଡ୍ ଅଇଟମ୍ ମଧ୍ୟ ମହଙ୍ଗା ହେବାରେ ଲାଗିଛି ।

ଅଣ୍ଡାକୁ ନେଇ ଖାଉଟୀଙ୍କ ଚିନ୍ତା ବଢି ଥିବା ବେଳେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଏହା ଅତ୍ୟାବଶ୍ୟକ ସାମଗ୍ରୀ ନୁହେଁ। ତାଛଡ଼ା ଅଣ୍ଡା ଦର ନିୟନ୍ତ୍ରଣ କ୍ଷମତା ମଧ୍ୟ ରାଜ୍ୟ ସରକାରଙ୍କ ହାତରେ ନାହିଁ ।

ମାତ୍ରାଧିକ ପରିବା ଦର ଯୋଗୁଁ ଅଣ୍ଡାର ଚାହିଦା ବଢିଛି। ଚାହିଦା ବଢୁଥିବାରୁ ଦର ବଢିବାରେ ଲାଗିଛି । ଗତ ବର୍ଷ ଦେଶରେ ବଳକା ଅଣ୍ଡା ଉତ୍ପାଦନ ହୋଇଥିଲା । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡିଥିଲା । ସେଦୃଷ୍ଟିରୁ ଚଳିତ ବର୍ଷ ଫାର୍ମ ମାଲିକ ଅଣ୍ଡା ଉତ୍ପାଦନ ୨୫ରୁ ୩୦ ପ୍ରତିଶତ ଯାଏଁ କମାଇ ଦେଇଛନ୍ତି । ଅନ୍ୟପକ୍ଷରେ ଶୀତ ଦିନେ ଅଣ୍ଡା ଉତ୍ପାଦନ କମଥିବାରୁ ଅଣ୍ଡା ଦର ବଢିଛି ବୋଲି କହିଛନ୍ତି ଓପେଲଫେଡ୍ ଜିଏମ୍‌ ପ୍ରତାପ ପଟ୍ଟନାୟକ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story