ଭୁବନେଶ୍ୱର: ଆସନ୍ତାକାଲି ପାଳନ ହେବ ଇଦ୍ । କଟକ ଚାନ୍ଦ୍ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ଚାନ୍ଦ ଦେଖିବା ପରେ ରୋଜା ଭାଙ୍ଗି ଆସନ୍ତାକାଲି ଇଦ୍ ପାଳିବେ ମୁସ୍ଲିମ ଶ୍ରଦ୍ଧାଳୁ । ଆଜି ବସିଥିବା ଚାନ୍ଦ କମିଟି ବୈଠକରେ ଏନେଇ ବିଧିବଦ୍ଧ ଘୋଷଣା ହୋଇଛି । ଗତ ୨୯ ଦିନ ଧରି ମୁସଲିମ ଧର୍ମାବଲମ୍ବୀ ରୋଜା ରଖିବା ସହ ନମାଜ ପାଠ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।