ରୋଗ ପୋକ ଯୋଗୁଁ ଧାନ ଫସଲ କ୍ଷୟକ୍ଷତି ନେଇ ରିପୋର୍ଟ ଦେବାକୁ ୮ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରୋଗ ପୋକ ଯୋଗୁଁ ଧାନ ଫସଲ କ୍ଷୟକ୍ଷତି ନେଇ ୮ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲା ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ। ଅତିରିକ୍ତ ରିଲିଫ କମିଶନରଙ୍କ ପକ୍ଷରୁ ଏ ନେଇ ବରଗଡ଼, ବଲାଙ୍ଗିର, ଗଞ୍ଜାମ, କଲାହାଣ୍ଡି, କୋରାପୁଟ, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। କୃଷି ଓ ରାଜସ୍ୱ ବିଭାଗର ଅଧିକାରୀମାନଙ୍କ ଜରିଆରେ କ୍ଷେତ୍ର ପରିଦର୍ଶନ କରି ୩୩ ପ୍ରତିଶତ କିମ୍ବା ତାଠାରୁ ଅଧିକ କ୍ଷୟକ୍ଷତି ହୋଇଥିବା ସ୍ଥାନ ଗୁଡ଼ିକର ରିପୋର୍ଟ […]

crop

crop

Rakesh Mallick
  • Published: Thursday, 02 November 2017
  • Updated: 02 November 2017, 08:31 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରୋଗ ପୋକ ଯୋଗୁଁ ଧାନ ଫସଲ କ୍ଷୟକ୍ଷତି ନେଇ ୮ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲା ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ। ଅତିରିକ୍ତ ରିଲିଫ କମିଶନରଙ୍କ ପକ୍ଷରୁ ଏ ନେଇ ବରଗଡ଼, ବଲାଙ୍ଗିର, ଗଞ୍ଜାମ, କଲାହାଣ୍ଡି, କୋରାପୁଟ, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। କୃଷି ଓ ରାଜସ୍ୱ ବିଭାଗର ଅଧିକାରୀମାନଙ୍କ ଜରିଆରେ କ୍ଷେତ୍ର ପରିଦର୍ଶନ କରି ୩୩ ପ୍ରତିଶତ କିମ୍ବା ତାଠାରୁ ଅଧିକ କ୍ଷୟକ୍ଷତି ହୋଇଥିବା ସ୍ଥାନ ଗୁଡ଼ିକର ରିପୋର୍ଟ ୨ ଦିନ ଭିତରେ ଦେବାକୁ ଜିଲ୍ଲାପାଳ ମାନଙ୍କୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos