ମ୍ୟାଟ୍ରିକ ପରୀକ୍ଷା ଦେବାକୁ ଯାଉଥିଲେ, ବାଟରେ ବ୍ରେକ୍‌ଫେଲ୍ ହେଲା ଅଟୋ

ଜୟପୁର/ କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ଆଜି ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୯ଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା କୁନ୍ଦ୍ରା ଥାନା ଅନ୍ତର୍ଗତ କେରମେଟି ନିକଟରେ ଏକ ଅଟୋ ଓଲଟି ଡ୍ରାଇଭର ସହ ୮ଜଣ ଦଶମ ଶ୍ରେଣୀ ଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ୭ଜଣ ଛାତ୍ରୀଙ୍କୁ କୁନ୍ଦୁରା […]

accident

accident

Tapaswini Nayak
  • Published: Friday, 29 April 2022
  • Updated: 29 April 2022, 02:29 PM IST

Sports

Latest News

ଜୟପୁର/ କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ଆଜି ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୯ଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି।

କୋରାପୁଟ ଜିଲ୍ଲା କୁନ୍ଦ୍ରା ଥାନା ଅନ୍ତର୍ଗତ କେରମେଟି ନିକଟରେ ଏକ ଅଟୋ ଓଲଟି ଡ୍ରାଇଭର ସହ ୮ଜଣ ଦଶମ ଶ୍ରେଣୀ ଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ୭ଜଣ ଛାତ୍ରୀଙ୍କୁ କୁନ୍ଦୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ସେମାନେ ସ୍କୁଲକୁ ଯାଇ ପରୀକ୍ଷା ଦେଇଥିବା ଜଣାଯାଇଛି। ଗୁରୁତର ହୋଇଥିବା  ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇପାରି ନାହାନ୍ତି।

ଆଜି ଏକ ଅଟୋରେ ୮ଜଣ  ଛାତ୍ରୀ ପରୀକ୍ଷା ଦେବାକୁ କେରମେଟିରୁ କାଉଡ଼ିଆଗୁଡ଼ା ଆଶ୍ରମ ସ୍କୁଲକୁ ଯାଉଥିଲେ। ଏହି ସମୟରେ କେରମେଟି ନିକଟରେ ଅଟୋଟି ବ୍ରେକ୍‌ ଫେଲ୍  ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ପୁଲିସ ଓ ସ୍ଥାନୀୟ ଲୋକେ ଛାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପଶି କେନାଲ ଛକ ନିକଟରେ ଏକ ବାଇକ୍‌କୁ ଆମ୍ବୁଲାନ୍ସ ଧକ୍କା ଦେବାରୁ ୩ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ  ଦଶମ ଶ୍ରେଣୀ ଛାତ୍ର ଅମିତ ପ୍ରଧାନ, ତାଙ୍କ ବାପା କ୍ଷୀରୋଦ ପ୍ରଧାନ ଓ ସହଯୋଗୀ ପବିତ୍ର ସାହୁ।

ଆଜି ଅମିତ ମ୍ୟାଟ୍ରିକ ପରୀକ୍ଷା ଦେଇ ବାଇକ୍‌ରେ ବାପା ଓ ପବିତ୍ରଙ୍କ ସହ ଘରକୁ ଫେରୁଥିଲେ। ଏହି ସମୟରେ ଜଡ଼ାପାଳ-ବଡ଼ଝରା ରାସ୍ତାର ମୁକ୍ତାପଶି କେନାଲ ନିକଟରେ ଏକ ଆମ୍ବୁଲାନ୍ସ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story