ପାଟକୁରା: କେମିତି ଚାଲିଛି ପ୍ରଚାର

ପାଟକୁରା(ଓଡ଼ିଶା ରିପୋର୍ଟର):ପାଟକୁରା ଉପନିର୍ବାଚନ ଲାଗି ଜୋର ଧରିଛି ପ୍ରଚାର। ଭୋଟଗ୍ରହଣକୁ ସପ୍ତାହେରୁ କମ ସମୟ ଥିବାବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ୩ ପ୍ରମୁଖ ଦଳ। ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ମାରାଥନ ପ୍ରଚାର ଚାଲିଛି । ଆଜି ବିଜେପି ପକ୍ଷରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଥିଲେ। ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା […]

cz

cz

Tapas Behera
  • Published: Saturday, 13 July 2019
  • Updated: 13 July 2019, 08:24 PM IST

Sports

Latest News

ପାଟକୁରା(ଓଡ଼ିଶା ରିପୋର୍ଟର):ପାଟକୁରା ଉପନିର୍ବାଚନ ଲାଗି ଜୋର ଧରିଛି ପ୍ରଚାର। ଭୋଟଗ୍ରହଣକୁ ସପ୍ତାହେରୁ କମ ସମୟ ଥିବାବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ୩ ପ୍ରମୁଖ ଦଳ। ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ମାରାଥନ ପ୍ରଚାର ଚାଲିଛି । ଆଜି ବିଜେପି ପକ୍ଷରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଥିଲେ। ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଚାନ୍ଦୋଳ ବଜାରରେ ପ୍ରଚାର କରିଥିଲେ।  ସେହିପରି ସାସଂଦ ଅପରାଜିତା ଷଡ଼ଙ୍ଗୀ ଡେରାବିଶ ଲକ୍ଷ୍ମୀନାରାୟଣପୁର ଠାରୁ ବାରିମୂଳ ପଯର୍ୟନ୍ତ ଆଠଟି ପଞ୍ଚୟତ ଓ ଗରଦପୁର ବିଞ୍ଚନା ହରିଦାଶପୁର ଠାରୁ କୋରୁଆ ଯାଏ ୭ଟି ପଂଚାୟତରେ ରୋଡ ସୋ ସହିତ ଘରକୁ ଘର ବୁଲି ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଲାଗି ପ୍ରଚାର କରିଥିଲେ।  ରୋଡ ସୋ’ରେ ବିଭିନ୍ନ ଛକରେ ପଥପ୍ରାନ୍ତ ସଭା କରି କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।

ସେପଟେ ବିଜେଡି ମଧ୍ୟ ଜୋରସୋରରେ ଚଳାଇଛି ପ୍ରଚାର। ପଂଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ସହ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ କରି ଦଳୀୟ ନେତା ଓ ମନ୍ତ୍ରୀ ପ୍ରଚାର କରିଛନ୍ତି। ଚାନ୍ଦୋଳଠାରେ ବିଜେଡି ଲିଗାଲ ଫ୍ରଣ୍ଟ ପକ୍ଷରୁ ଓକିଲମାନକୁ ନେଇ ର୍ନିବାଚନ ସଭା ସହ ଦଳୟ ବିଜୟ ନେଇ ଆଲୋଚନା କରିଥିଲେ ମନ୍ତ୍ରୀ ପ୍ରତାପ ଜେନା। ଅନ୍ୟପଟେ ଦୁଇ କଂଗ୍ରେସ ଦଳ ମଧ୍ୟ ପାଟକୁରାରେ ଦମ ଦେଖାଇବାକୁ ଭରପୁର ପ୍ରୟାସ ଚଳାଇଛି।

ଦଳ ଠାରୁ ପଛରେ ପଡିଥିବା କଂଗ୍ରେସ ଆଜି ତାର ସ୍ଥିତି ଜହିର କରିବା ସହିତ ନିଜର ଦମ ଦେଖାଇଛି। ସଭାପତି ନିରଂଜନ ପଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ବିଧାୟକ ସୁର ରାଉତରାୟ ପ୍ରମୁଖ ପଞ୍ଚୁପାଣ୍ଡ ଠାରେ ପହଞ୍ଚି ଡେରାବିଶି ଓ ଗରଦପୁର ଅଞ୍ଚଳରେ ରୋଡ ସୋ’ ମାଧ୍ୟମରେ ଲୋକଙ୍କ ନିକଟତର ହେବା ପାଇଁ ମୋଦି ସରକାର ଓ ନବୀନ ସରକାର ଙ୍କ ଉପରେ ବର୍ଷି ଥିଲେ। ବିଭିନ୍ନ ଛକ ମାନଙ୍କରେ ପଥପ୍ରାନ୍ତ ସଭା କରି କଂଗ୍ରେସ ପାର୍ଥି ଜୟନ୍ତ ମହାନ୍ତିଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ।। ତିନି ଦଳ ରପ୍ରମୁଖ ଷ୍ଟାର ପ୍ରଚାରକ ମାନେ ଏବେ ମଇଦାନରେ ପ୍ରଚାର କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story