ନିର୍ବାଚନୀ ହିଂସା: ଗାଡ଼ି ପୋଡ଼ାଜଳା,ମହିଳାଙ୍କୁ ମାରପିଟ

ବଲାଙ୍ଗିର: ଥମୁନି ନିର୍ବାଚନୀ ହିଂସା। ବଲାଙ୍ଗିର ସଦର ଥାନା ପଣ୍ଡରାପିଟା ଗାଁରେ ନିର୍ବାଚନକୁ କେନ୍ଦ୍ର କରି ହିଂସାକାଣ୍ଡ ଘଟିଛି। ନବନିର୍ବାଚିତ ସମିତି ସଭ୍ୟାଙ୍କ ସମର୍ଥିତ ଗୋଷ୍ଠୀ ନବନିର୍ବାଚିତ ସରପଞ୍ଚ ବଳଦେବ ସାହୁଙ୍କ ଫାର୍ମ ହାଉସ୍‌ରେ ପୋଡ଼ାଜଳା କରିଥିବା ଅଭିଯୋଗ ହୋଇଛି। ଫାର୍ମ ହାଉସ୍‌ରେ ଥିବା ୨ଟି ଚାରି ଚକିଆ ଗାଡ଼ି ସମେତ ୫ଟି ବାଇକ୍‌କୁ ସେମାନେ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବଳଦେବଙ୍କ ଗୋଷ୍ଠୀ ପଣ୍ଡରାପିଟା ଗାଁରେ କିଛି ମହିଳାଙ୍କୁ ମାରପିଟ କରିଥିବା ମଧ୍ୟ ଅଭିଯୋଗ […]

chared

chared

Rakesh Mallick
  • Published: Sunday, 19 February 2017
  • Updated: 19 February 2017, 07:51 AM IST

Sports

Latest News

ବଲାଙ୍ଗିର: ଥମୁନି ନିର୍ବାଚନୀ ହିଂସା। ବଲାଙ୍ଗିର ସଦର ଥାନା ପଣ୍ଡରାପିଟା ଗାଁରେ ନିର୍ବାଚନକୁ କେନ୍ଦ୍ର କରି ହିଂସାକାଣ୍ଡ ଘଟିଛି। ନବନିର୍ବାଚିତ ସମିତି ସଭ୍ୟାଙ୍କ ସମର୍ଥିତ ଗୋଷ୍ଠୀ ନବନିର୍ବାଚିତ ସରପଞ୍ଚ ବଳଦେବ ସାହୁଙ୍କ ଫାର୍ମ ହାଉସ୍‌ରେ ପୋଡ଼ାଜଳା କରିଥିବା ଅଭିଯୋଗ ହୋଇଛି। ଫାର୍ମ ହାଉସ୍‌ରେ ଥିବା ୨ଟି ଚାରି ଚକିଆ ଗାଡ଼ି ସମେତ ୫ଟି ବାଇକ୍‌କୁ ସେମାନେ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବଳଦେବଙ୍କ ଗୋଷ୍ଠୀ ପଣ୍ଡରାପିଟା ଗାଁରେ କିଛି ମହିଳାଙ୍କୁ ମାରପିଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଯାଇଛି। ପୋଲିସ୍ ସ୍ଥିତି ଉପରେ କଡ଼ା ନଜର ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story