ନିର୍ବାଚନ ବେଳେ ବିଜେଡି ଗୁଣ୍ଡାରାଜ କରିଥିବା ଅଭିଯୋଗ ଆଣି କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ବେଳେ ବିଜେଡି ଗୁଣ୍ଡାରାଜ କରିଥିବା ଅଭିଯୋଗରେ ଆଜି ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳୀୟ କର୍ମୀମାନେ ଏକ ବାଇକ୍‌ ଶୋଭାଯାତ୍ରାରେ କମିଶନଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ନିଆଳି ପୋଖରୀ ଗାଁ ସହ ରାଜ୍ୟର ୯ଟି ସ୍ଥାନରେ ବିଜେଡି ପକ୍ଷରୁ ବୁଥ୍‌ ରିଗିଂ […]

congress

congress

Rakesh Mallick
  • Published: Saturday, 25 February 2017
  • Updated: 25 February 2017, 03:29 PM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ବେଳେ ବିଜେଡି ଗୁଣ୍ଡାରାଜ କରିଥିବା ଅଭିଯୋଗରେ ଆଜି ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳୀୟ କର୍ମୀମାନେ ଏକ ବାଇକ୍‌ ଶୋଭାଯାତ୍ରାରେ କମିଶନଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ଦେଇଥିଲେ।

ନିଆଳି ପୋଖରୀ ଗାଁ ସହ ରାଜ୍ୟର ୯ଟି ସ୍ଥାନରେ ବିଜେଡି ପକ୍ଷରୁ ବୁଥ୍‌ ରିଗିଂ କରାଯାଇଥିବା କମିଶନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଦଳ ଅଭିଯୋଗ କରିଛି। ଏସବୁ ସ୍ଥାନରେ ସାନି ମତଦାନ କରାଯିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos